ଆଜି ଇଣ୍ଡିଆ ବାଲାଂଦେଶ ମହାମୁକାବିଲା, ଟସ ଜିତି ବ୍ୟାଟିଂ କରୁଛି ଟିମ ଇଣ୍ଡିଆ

ବିଶ୍ୱକପ କ୍ରିକେଟର ୪୦ତମ ମ୍ୟାଚରେ ଇଂଲଣ୍ଡର ଏଜବାଷ୍ଟନରେ ମ୍ୟାନ ଇନ ବ୍ଲ୍ୟୁ ଏବଂ ବାଙ୍ଗଲାଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ମ୍ୟାଚ । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ । ଆଜିର ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ୱପୁର୍ଣ୍ଣ ଅଟେ । ସୁଚନାଯୋଗ୍ୟ, ଭାରତ ୭ଟି ମ୍ୟାଚ ଖେଳି ୫ମ୍ୟାଚ ଜିତିବା ସହ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ସେହିପରି ବାଙ୍ଗଲାଦେଶ , ୭ମ୍ୟାଚ ଖେଳି ୩ଟି ମ୍ୟାଚରେ ଜିତାପଟ ସହ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ