ଆଜି କଲକତାରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍
ଆଜି ଆଇପିଏଲରେ ଖେଳାଯିବ ଗୋଟିଏ ମ୍ୟାଚ୍ ରାତି ୮ ଟାରେ କଲକତାର ଇଡେନ୍ ଗାର୍ଡେନର କେକେଆରକୁ ଭେଟିବ ରାଜସ୍ଥାନ ରୟାଲସ୍ ।ସୁୁଚନା ଅନୁସାରେ କଲକତା ନାଇଟି ରାଇଡରସ୍ ୧୦ ଟି ମ୍ୟାଚ ଖେଳି ୪ ବିଜୟ ୬ ଟି ପରାଜୟ ସହିତ ୮ ପଏଣ୍ଟ କରି ତାଲିକାରେ ରହିଛି । ସେହି ପରି ଭାବେ ରାଜସ୍ଥାନ ରୟାଲ୍ସ୍ ୧୦ ଟି ମ୍ୟାଚ୍ ଖେଳି ୩ ଟି ବିଜୟ ୭ ଟି ପରାଜୟ ସହିତ ୬ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି । ।