ଆଜି ଗୁରୁବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …
ମେଷ -ଶୁଭ ରଙ୍ଗ ଧଳା, ଖଇରିଆ ଓ ସବୁଜ ଶୁଭ ଦିନ ରହିଛି ତେଣୁ ମାନସମ୍ମାନ ସହିତ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ମିଳିବ ଆର୍ଥିକ ଅଭିବୃଦ୍ଧି ରହିବ ॥ ଲାଲରଙ୍ଗ ବ୍ୟବହାର କରିବେ ନାହିଁ ॥
ହନୁମାନ ଭଗବାନଙ୍କୁ ତିନୋଟି ଲାଲ ମନ୍ଦାର ଓ ତୁଳସିଜଟା ଅର୍ପଣ କରିବେ ॥
ବୃଷ -ଶୁଭ ରଙ୍ଗ ହଳଦିଆ ॥ ଶୁଭ ଦିନଟିଏ ରହିଛି ତେଣୁ ପ୍ରତି କାଯ୍ୟରେ ସାହାର୍ଯ୍ୟ ସହଯୋଗ ମିଳିବ, କିନ୍ତୁ ଆର୍ଥିକ ଅବନତି ରହିବ, ପାରିବାରିକ ସ୍ଥିତି ଭଲ ରହିବ ॥ ଅଯଥା ବ୍ୟୟପ୍ରତି ସତର୍କତା ଅବଲମ୍ବନ କରିବେ॥ ମହାମୃତ୍ୟୁଞ୍ଜୟ ୯ଥର ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ-ଶୁଭ ରଙ୍ଗ ଖଇରିଆ,ଗୋଲାପି ଓ ଧଳା ଶୁଭଚନ୍ଦ୍ରଙ୍କର ପ୍ରଭାବରେ ଦିନର ପ୍ରତ୍ୟେକ ସମୟ ସାଥ ଦେବ ତେଣୁ ସମୟର ଫାଇଦା ଉଠାନ୍ତୁ ପ୍ରତି କାଯ୍ୟରେ ଚେଷ୍ଟା ଯାରି ରଖନ୍ତୁ ॥ ନିଜ ମନର ଯୋଜନା କାହାକୁ କୁହନ୍ତୁ ନାହିଁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ରିଷ୍ଟ କଟିଯିବ
କର୍କଟ-ଶୁଭ ରଙ୍ଗ ହଳଦିଆ ଓ କମଳା କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର ଘାତବାର ହେତୁ ପ୍ରତି କାମରେ ବାଧା ଷୃଷ୍ଟି ହେବ ତେଣୁ ସତର୍କ ରହିବେ ॥ ମାତା ଦୁର୍ଗାଙ୍କର ଉପାସନା କରନ୍ତୁ ଆଜି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥
ସିଂହ -ଶୁଭରଙ୍ଗ ଧଳା ଓ ଲାଲ କର୍ମକ୍ଷେତ୍ରରେ ଅଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତଥାପି ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବା କଷ୍ଟ ହେବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ମାତାରିଣିଙ୍କୁ ଦର୍ଶନ କରନ୍ତୁ ॥
କନ୍ୟା -ଶୁଭରଙ୍ଗ ଧଳା & ସବୁଜ କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ, ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବାରେ ସମୟ ସାଥ ଦେବ ॥ ସବୁଜ ପରିବା ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥
ଦୁରଯାତ୍ରା କରନ୍ତୁ ନାହିଁ ॥
ତୁଳା -ଶୁଭରଙ୍ଗ ଧଳା ଓ ସବୁଜ ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ମାତ୍ର ପାରିବାରିକ ପରିବେଷ ଭଲରହିବ ନାହିଁ ॥ ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥
ପାରିବାରିକ ପରିବେଷରେ ସତର୍କ ରହିବେ ॥
ବିଛା -ଶୁଭରଙ୍ଗ ଲାଲ & ମାଟିଆ ୮ମ ରେ ଅଶୁଭ ଚନ୍ଦ୍ର ତେଣୁ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ କ୍ଷେତ୍ରରେ ଅଶୁଭ ଫଳ ମିଳିବ ତେଣୁ ପ୍ରତି କାମରେ ବାଧାବିଘ୍ନ ରହିବ ॥ ଲାଲ ବସ୍ତ୍ର ପରିଧାନ କରି ହନୁମାନ ବାଣ ପାଠ କରନ୍ତୁ ॥ କାହାକୁବି ବ୍ୟବହାର ଖରାପ କରନ୍ତୁ ନାହିଁ ॥
ଧନୁ -ଶୁଭ ରଙ୍ଗ ନିଳ ଓ ହଳଦିଆ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ସୁଦୃଢ ରହିବ ॥ ଯାନବାହାନ ପ୍ରତି ସତର୍କ ॥ ତାରିଣି ମନ୍ଦିର ଦର୍ଶନ ସହିତ ବିଜମନ୍ତ୍ର ” ଓଁ ତାରା ଦେବୈ ନମଃ ୨୭ଥର ଜପ ॥
ମକର -ଶୁଭ ରଙ୍ଗ ସବୁଜ କିମ୍ବା ଧୁସର ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ,ଶତୃଜୟର ଯୋଗ ରହିଛି ॥ ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥
ମା କାଳୀଙ୍କୁ ଦର୍ଶନ ଓ ୭ଟି ଅପରାଜିତାଫୁଲ ଅର୍ପଣ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ କମଳା ଘାତବାର ଥିଲେ ମଧ୍ୟ ଅନ୍ୟାନ୍ୟ ଗ୍ରହଙ୍କର ସ୍ତିତି ଅନୁଯାଇ ଶୁଭଦିନଟିଏ ରହିବ, ମନୋକାମତା ପୂର୍ଣ୍ଣ ହେବ ॥ କାହାକୁ ହତାଦାର କରନ୍ତୁ ନାହିଁ ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ଗୋଲାପି ଓ ହଳଦିଆ ଆଜିର ସମୟ ଏତେ ସାଥ ଦେବନାହିଁ ତଥାପି ଆର୍ଥିକ ପରିସ୍ଥିତି ଓ ପାରିବାରିକ ପରିବେଷ ଭଲ ରହିବ ॥ ଯାନବାହାନ ଓ ଅଗ୍ନିଜନିତ ସତର୍କତା ଅବଲମ୍ବନ କରିବେ ॥ ହନୁମାନ ଚାଳିଷା ଜପ କରନ୍ତୁ ॥