ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି ଓଡିଶା ପୋଲିସ

କଳାହାଣ୍ଡି,(ୱାଇଏନ୍ଏସ୍): ଭବାନୀ ପାଟଣା ରିଜର୍ବ ପୋଲିସ ପଡିଆ ଠାରେ ଡିଜି ଅଭୟ ସ୍ୱତନ୍ତ୍ର ପୋଲିସ ମହାନିର୍ଦେଶକ ସିଆରପିଏଫ କୁଲଦୀପ ସିଂ, ଗୁଇନ୍ଦା ନିର୍ଦେଶକ ଆର. କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ସିଆରପିଏଫ ଏସ.କେ.ମହାନ୍ତି, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଓ ନବରଙ୍ଗପୁର ଏସ୍ପି ଙ୍କ ସହ ମାଓ ଦମନ ସମ୍ପର୍କରେ ବିଶୃତ ଭାବେ ଆଲୋଚନା କରି କେନ୍ଦ୍ରଫୋର୍ସ ଓ ରାଜ୍ୟ ପୋଲିସର ମିଳିତ ସହଯୋଗରେ ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ