ଆଜି ବିଧାନସଭାର ୨୨ ତମ ବାଚସ୍ପତି ନିର୍ବାଚନ
ଗତ ୨୯ ତାରିଖରେ ସରକାର ଗଠନ ଓ ମନ୍ତ୍ରୀ ମଣ୍ଡଳ ର ଗଠନ ପର୍ଯ୍ୟାୟ ସରିଯାଇଛି । ଆଜି ବିଧାନ ସଭାର ବାଚସ୍ପତି ପଦ ପାଇଁ ଆବଶ୍ୟକିୟ ପଦକ୍ଷେପ ଶେଷ ହୋଇଛି । ଗତକାଲି କାମଚଳା ବାଚସ୍ପତି ପଦ ପାଇଁ ଅମର ପ୍ରସାଦ ଶତପଥୀ ଆହ୍ୱାନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଦିଗପହଣ୍ଡ ି ର ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରସ୍ତାବ ଦେଇଥିଲେ । ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ପୂର୍ଣ୍ଣ ସମର୍ଥନ କରିଥିଲେ । ସମୟ ସୀମା ମଧ୍ୟରେ କୈାଣସି ଦଳ ପକ୍ଷରୁ ଦିଆଯାଇନଥିବାରୁ ସୂର୍ଯ୍ୟନାରାୟଣ ପାତ୍ର ନିର୍ବାଚିତ ହେବା ସୁନିଶ୍ଚି୍ିିିତ ।