ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ଧଳା କିମ୍ବା ସବୁଜ ମାନ, ସମ୍ମାନ ଏବଂ ଧନ ହାନି, ଅର୍ଥପିଡା, କର୍ମକ୍ଷେତ୍ରରେ ଅସ୍ଥିରତା ଓ ମାନସିକ ପିଡା ରହିଛି ॥ ମା ତାରିଣିଙ୍କର ମନ୍ଦିର ଦର୍ଶନ ଓ
ତାରା ଗାୟତ୍ରୀ ଜପ ॥ସତର୍କତା ଆଜି ହଳଦିଅା ଓ ଲାଲ ବ୍ୟବହାର କରନ୍ତୁ ନାହିଁ
ବୃଷ -ଶୁଭ ରଙ୍ଗ ହଳଦିଆ, ଧଳା ॥ କୌଣସି ସୁତ୍ରରୁ ଶୁଭ ଖବର ମିଳିବ, ପରିବାର କିମ୍ବା କମକ୍ଷେତ୍ରରେ ସୁସଂପର୍କ ବଢିବ, ରୋଜଗାର ବଢିବାର ସୁଯୋଗ ରହିଛି ॥ ଶିବ ଭଗବାନଙ୍କୁ କେଶର, ମହୁ ଏବଂ ପଇଡ ଚଢାନ୍ତୁ ॥ସତର୍କତା କାହାକୁ କିଛି କମିଟମେଣ୍ଟ କରନ୍ତୁ ନାହିଁ ॥
ମିଥିନ-ଶୁଭ ରଙ୍ଗ ଗୋଲାପି କିମ୍ବା ଧଳା ଆତ୍ମବଳ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ବ ସତ୍ବେ ମାନସିକ ଶାନ୍ତି ବଜାୟ ରହିବ ଓ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ ॥ ଅରଖ ଫୁଲ ଶିବଭଗବାନଙ୍କୁ ଚଢାନ୍ତୁ ॥ ଗାଡି ଚଲାଇଲା ବେଳେ ସତର୍କ ରୁହନ୍ତୁ ॥
କର୍କଟ-ଶୁଭ ରଙ୍ଗ ଧଳା କିମ୍ବା ହଳଦିଆ ଆଜି ଶୁଭଦିନ ରହିଛି, ଅର୍ଥ ପ୍ରାପ୍ତି ଯୋଗ ରହିଛି, ଜାଗାବାଡିକୁ ନେଇ ଶୁଭଫଳ ରହିଛି ॥ ସ୍ନାନପରେ ତୁଳସି ପତ୍ର ୭ଟି ସେବନ କରି ଦିନଟି ଆରମ୍ଭ କରନ୍ତୁ ॥
ସବୁଜ ରଙ୍ଗ ବ୍ୟବହାର କରିବେ ନାହିଁ ॥
ସିଂହ-ଶୁଭ ରଙ୍ଗ ଧଳା କିମ୍ବା ଧୁସର ଶୁଭଦିନ ରହିଛି ମାନସିକ ଶାନ୍ତି ସହିତ ସମସ୍ତ ଇଛା ପୂରଣ ହେବ ॥ ହନୁମାନ ଭଗବାନଙ୍କୁ ଦର୍ଶନ କରି ଦିବସ ଆରମ୍ଭ କରନ୍ତୁ ॥
କନ୍ୟା-ଶୁଭରଙ୍ଗ ସବୁଜ ଆତ୍ମବଳ ଦୃଢ ରହିବ, ସମ୍ପର୍କିୟଙ୍କର ସହଯୋଗ ରହିବ, ଲୋକସମ୍ପର୍କ ବୃଦ୍ଧି ହେବ ॥ ତମ୍ବା ପାତ୍ରରେ ଜଳ ସହିତ ଯବଧାନ ଓ ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବେ ॥
ଖଇରିଅା ଓ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ ॥
ତୁଳା -ଶୁଭରଙ୍ଗ ହଳଦିଆ କିମ୍ବା ଗୋଲାପି ॥ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଓ ବ୍ୟବସାୟରେ ଲାଭ ॥ ନୃସିଂହ ଭଗବାନଙ୍କୁ ସ୍ମରଣ କରି ଦିନଟି ଆରମ୍ଭ କରିବେ ॥ ଲାଲରଙ୍ଗ ଓ କଳା ରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବିଛା-ଶୁଭ ରଙ୍ଗ ଲାଲ ଧଳା ଶୁଭ ଦିନ ରହିଛି ସମସ୍ତ କାଯ୍ୟ ସହଜରେ ହେବ ଦିନଭରି ମନୋବଳ ସୁଦୃଢ ରହିଵ ॥ କଳା କିମ୍ବା ନିଳ ରଙ୍ଗ ବ୍ୟବହାର କରିବେ ନାହିଁ॥ ଗହମ, ମସୁର ଡାଲି ଓ ଗୁଡ ଦାନ କରିବେ ॥
ଧନୁ-ଶୁଭରଙ୍ଗ ଧଳା କିମ୍ବା ଗୋଲାପି କୌଣସି ମାଲିମକୋଦମାରେ ଫସିପାରନ୍ତି, ଅର୍ଥାଭାବ ରହିଵ ତଥାପି ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳ ହେବେ ॥
ସତର୍କତା ଦୂରଯାତ୍ରା କରନ୍ତୁ ନାହିଁ ସକାଳୁ ହଳଦିଆ ବସ୍ତ୍ର ପରିଧାନ କରି “ଓଁ ବୃଂ ବୃହଷ୍ପତୟେ ନମଃ” ୨୭ଥର ଜପ॥
ମକର-ଶୁଭ ରଙ୍ଗ କମଳା, ଧଳା, ଗୋଲାପି ଆର୍ଥିକ ପରିସ୍ଥିତି ଭଲ ରହିବ, ସମୟର ସହଯୋଗ ମିଳିବ, ମନ ଶାନ୍ତ ରହିବ ॥ କୌଣସି ଗୁରୁଜନଙ୍କୁ ଅଶନ୍ତୁଷ୍ଟ କରିବେ ନାହିଁ ॥ ଜଳରେ ଗୁଡ ମିଶାଇ ଅଶ୍ବସ୍ଥ ବୃକ୍ଷମୂଳରେ ଅର୍ପଣ କରିବ ॥
କୁମ୍ଭ -ଶୁଭ ରଙ୍ଗ ଧଳା ବ୍ୟବସାୟରେ ଲାଭ ବୃଦ୍ଧି, ସମାଜରେ ଲୋକସମ୍ପର୍କ ବୃଦ୍ଧି, ଶୁଭ କର୍ମ ଗୃହରେ ହେବ ॥ସତର୍କତା ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହି ॥ ଆଜି କୌଣସି ଅସହାୟଙ୍କୁ ସୋରିଷ ତେଲ ଦାନ କରିବ ॥
ମୀନ-ଶୁଭ ରଙ୍ଗ ଧଳା ଓ କମଳା ବ୍ୟବସାୟ,ଚାକିରି କିମ୍ବା ରାଜନୈତିକ ପରିବେଷରେ ଶୁଭଫଳ ବୃଦ୍ଧି ହେବ, ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ମିଳିବ, ମାନସିକ ଶାନ୍ତି ରହିବ ॥ ସତର୍କତା ଗାଡି ଚଲାଇବେଳେ ସତର୍କ ରହିବେ ॥ଶ୍ରଦ୍ଧାର ସହ କୌଣସି ବୟସାଧିକ ବ୍ୟକ୍ତିଙ୍କୁ ମିଠା ଖାଇବାକୁ ଦେବ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ