ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ –
-ଶୁଭ ରଙ୍ଗ – ଧଳା କିମ୍ବା ସବୁଜ
– କୌଣସି ସୁତ୍ରରୁ ଶୁଭ ଖବର ମିଳିବ, ପରିବାର କିମ୍ବା କମକ୍ଷେତ୍ରରେ ସୁସଂପର୍କ ବଢିବ, ମାତ୍ର ଛୋଟମୋଟ ଦୁର୍ଘଟଣାର ଦୁର୍ଯୋଗ ରହିଛି ॥
– ହନୁମାନ ଭଗବାନଙ୍କୁ ଦର୍ଶନ ଓ ନିଜ ରକ୍ତଦାନ କରନ୍ତୁ॥
– ସତର୍କତା – ଆଜି ଆମିଷ ଖାଆନ୍ତୁ ନାହିଁ ॥
ବୃଷ –
– ଶୁଭ ରଙ୍ଗ – ଗୋଲାପି, ଖଇରିଆ କିମ୍ବା କ୍ରିମଂ ରଙ୍ଗ ॥
– ଦିନର ସମୟ ସାଥ ଦେଲେ ମଧ୍ୟ ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ସରକାରି ସାହାର୍ଯ୍ୟ ମିଳିବ ॥
– ଶିବ ଭଗବାନଙ୍କୁ କେଶର, ମହୁ ଏବଂ ପଇଡ ଚଢାନ୍ତୁ ॥
– ସତର୍କତା – ନିଜର ଯୋଜନା କାହାକୁ ପ୍ରକାଶ କରନ୍ତୁ ନାହିଁ ॥
ମିଥିନ – ଶୁଭ ରଙ୍ଗ – ଖଇରିଆ କିମ୍ବା ଧଳା
– ଆତ୍ମବଳ ଦୃଢ ରହିବ ମାତ୍ର କାମଗୁଡିକ ବିଗିଡିଯିବ, ଯାନବାହାନ, ବିଦ୍ୟୁତ, ଅଗ୍ନି କିମ୍ବା ଦାମ୍ପତ୍ୟ ଜିବନରେ ସତର୍କ ରହିବେ ॥
– ଶିବଭଗବାନଙ୍କୁ ଦର୍ଶନ ସହିତ “ଓଁ ନମଃ ଶିବାୟ” ଦିନଭରି ମନେମନେ ସ୍ମରଣ କରିବ ॥
– ଗାଡି ଚଲାଇଲା ବେଳେ ସତର୍କ ରୁହନ୍ତୁ ॥
କର୍କଟ –
– ଶୁଭ ରଙ୍ଗ – ଧଳା କିମ୍ବା ହଳଦିଆ
– ଆଜି ଶୁଭାଶୁଭ ମିଶ୍ରଫଳ ରହିଛି, ଅଯଥା ବ୍ୟୟ କିମ୍ବା ଝଗଡାଝାଟି ସହିତ ମାନସିକ ସ୍ଥିତି ଭଲ ରହିବ ନାହିଁ, ବିଦ୍ୟାକୁ ନେଇ ଚଳୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ॥
– ସ୍ନାନପରେ ତୁଳସି ପତ୍ର ୭ଟି ସେବନ କରି ଦିନଟି ଆରମ୍ଭ କରନ୍ତୁ ॥
– ନିଳ କିମ୍ବା କଳା ରଙ୍ଗ ବ୍ୟବହାର କରିବେ ନାହିଁ ॥
ସିଂହ –
– ଶୁଭ ରଙ୍ଗ – ଧଳା,ଲାଲ କିମ୍ବା ଧୁସର
– ଶୁଭଦିନ ରହିଛି ମାନସିକ ଶାନ୍ତି ସହିତ ସମସ୍ତ ଇଛା ପୂରଣ ହେବ ॥
– ହନୁମାନ ଭଗବାନଙ୍କୁ ତୁଳସି ଅର୍ପଣ କରନ୍ତୁ ॥
– ଟଙ୍କାପଇସା ଦେଣନେଣ ଓ କଳା ରଙ୍ଗ ପ୍ରତି ସତର୍କ ॥
କନ୍ୟା –
– ଶୁଭରଙ୍ଗ- ସବୁଜ
– ଶୁଭଦିନ ରହିଛି ମନମୁତାବକ ଫଳ ପ୍ରାପ୍ତି ହେବ ମାତ୍ର ପାରିବାରିକ ପରିସ୍ଥିତି କିମ୍ବା ଯାନବାହାନ ପ୍ରତି ସତର୍କ ରହିବେ ॥
– ତମ୍ବା ପାତ୍ରରେ ଜଳ ସହିତ ଲାଲଚନ୍ଦନ ଓ ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦେବେ ॥
– ଖଇରିଅା ଓ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ ॥
ତୁଳା –
– ଶୁଭରଙ୍ଗ – ନିଳ,କଳା କିମ୍ବା ଗୋଲାପି ॥
– ଆତ୍ମବଳ ଦୃଢ ରହିବ, ସାମାଜିକ କିମ୍ବା ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ରହି ଆତ୍ମତୃପ୍ତି ପାଇବେ ॥
– ଦୁର୍ଗାମାଙ୍କୁ ଦର୍ଶନ କରି ଦିନ ଆରମ୍ଭ କରନ୍ତୁ ॥ – ଲାଲରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବିଛା –
– ଶୁଭ ରଙ୍ଗ – ସବୁଜ
– ବ୍ୟବସାୟ, ଦାମ୍ପତ୍ୟ ଜିବନ, ଯାନବାହାନ, ଅର୍ଥଦେଣନେଣ ଆଦି କ୍ଷେତ୍ରରେ ସମ୍ପୂର୍ଣ୍ଣ ସତର୍କ ରହିବେ ॥
– କଳା, ନିଳ ଓ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ ॥
– ଗହମ, ମସୁର ଡାଲି ଓ ଗୁଡ କୌଣସି ଅସହାୟକୁ ଦାନ କରିବେ ॥
ଧନୁ –
– ଶୁଭରଙ୍ଗ – ଇସତ୍ ଲାଲ
– ଦିନର ସମୟ ଆଜି ସାଥ ଦେବ ନାହିଁ ତେଣୁ ପ୍ରତି କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବେ ॥
– ସତର୍କତା – ଦୂରଯାତ୍ରା କରନ୍ତୁ ନାହିଁ
– ହଳଦିଆ ବସ୍ତ୍ର ପରିଧାନ କରି “ଓଁ ହ୍ରିଂ ସ୍ତ୍ରିଂ ହୁଂ ଫଟ ତାରାଦେବୈ ନମଃ” ଜପକରି ଦିନ କାଟନ୍ତୁ ॥
ମକର –
ଶୁଭ ରଙ୍ଗ – କମଳା, ଧଳା, ଗୋଲାପି
– ଶୁଭଦିନ ରହିଛି ପ୍ରତି କାର୍ଯ୍ୟରେ ସମୟ ସାଥ ଦେବ ॥
– ଯେକୌଣସି ନୂତନ କାମ ଆରମ୍ଭ କରନ୍ତୁ ଶୁଭଫଳ ମିଳିବ ॥
– ଅଦଫିକ ଭାବବିହ୍ବଳ ହୋଇ କାହାକୁ କିଛି କଥା ଦିଅନ୍ତୁ ନାହିଁ ॥
କୁମ୍ଭ –
ଶୁଭ ରଙ୍ଗ – ନିଳ,କଳା ଓ କଇରିଆ
– ବ୍ୟବସାୟରେ ଲାଭ ବୃଦ୍ଧି, ସମାଜରେ ଲୋକସମ୍ପର୍କ ବୃଦ୍ଧି, ଶୁଭ କର୍ମ ଗୃହରେ ହେବ ॥
– ସତର୍କତା – ଆମିଷ ଭକ୍ଷଣ କରନ୍ତୁ ନାହିଁ ॥
– ଅସହାୟଙ୍କୁ ରାଶିତେଲ ଦାନ କରିନ୍ତୁ ॥
ମୀନ –
– ଶୁଭ ରଙ୍ଗ – ଲାଲ ଓ କମଳା
– ବ୍ୟବସାୟ କିମ୍ବା ଚାକିରିରେ ଅଶୁଭଫଳ ବୃଦ୍ଧି ହେବ, ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ, ମାନସିକ ସ୍ଥିତି ଦୋଦୁଲ୍ୟମାନ ରହିବ ॥
– ସତର୍କତା – ଆମିଷ ଭକ୍ଷଣ କରିବେ ନାହିଁ ॥
– ମହାମୃତ୍ୟୁଞ୍ଜୟ ଜପକରି ଦିନ କାଟନ୍ତୁ ॥
ମହାଉପାୟ –
– ଜିବନରେ କୌଣସି ବିଶେଷ କାର୍ଯ୍ୟସିଦ୍ଧି ନିମନ୍ତେ କରନ୍ତୁ ଏହି ମହାଉପାୟ –
– କୌଣସି ଶୁକ୍ଳପକ୍ଷ ୧୩ଶୀ ତିଥିସହିତ ଶନିବାର ହୋଇଥିବ ଅଶ୍ବତ୍ଥ ବୃକ୍ଷ ମୂଳରେ ପଞ୍ଚାମୃତ ସହିତ ଗଙ୍ଗାଜଳ ମିଶାଇ ଢାଳିବ ଓ ସେହିଠାରେ ଗୋଟିଏ ଲୁହାକଣ୍ଟା ପୋତିଦେଇ ଆସିବ ॥
– ଶାସ୍ତ୍ରବାଣି –
– କୌଣସି ଶୁଭ କାମରେ ଗୃହରୁ ବାହାରିଲା ବେଳେ ମା ବ୍ଯତିତ ଅନ୍ୟ କେହି ଯଦି ପଛରୁ ଡାକନ୍ତି ତେବେ କିଛି ସମୟ ବିଳମ୍ବ କରି ବାହାରିବା ଉଚିତ୍ ॥


