ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ –
ଶୁଭ ରଙ୍ଗ – ଲାଲ
ଶୁଭ ଦିନ ରହିଛି, ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ॥
ସତର୍କତା – ଗାଡି ଚଲାଇବେଳେ ॥
୧ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ବୃଷ –
ଶୁଭ ରଙ୍ଗ – ହଳଦିଆ, ଧଳା କିମ୍ବା ମାଟିଆ ॥
ଶୁଭଦିନ ରହିଛି, ଅଚାନକ ବା ମନମୁତାବକ ଅର୍ଥପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ, ଛାତ୍ରଛାତ୍ରୀ ଭବିଷ୍ୟତ ପାଇଁ ଯୋଜନାରେ ସଫଳତା ॥
ସତର୍କତା – ଅଧିକ ଭାବନାରେ ନିମଗ୍ନ ରୁହନ୍ତୁ ନାହିଁ ନଚେତ୍ ସ୍ବାସ୍ଥ୍ୟ ବିଗିଡି ପାରେ ॥
୫ମୂଖି ରୁଦ୍ରାକ୍ଷ ଧାରଣ କରନ୍ରୁ ॥
ମିଥିନ –
ଶୁଭ ରଙ୍ଗ – ଲାଲ କିମ୍ବା ସବୁଜ
ଅଯଥା ବ୍ଯୟ ତଥା ଋଣ କରିବାର ଦୁର୍ଯୋଗ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ମାନସିକ ସ୍ତରରେ ବିଚଳିତ ରହିବେ ॥
୭ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
କର୍କଟ –
ଶୁଭ ରଙ୍ଗ – ଲାଲ କିମ୍ବା ହଳଦିଆ
ଆଜି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ, କୌଣସି ପ୍ରକାରର କମିଟମେଣ୍ଟ କାହାକୁ କରନ୍ତୁ ନାହିଁ ॥
ସତର୍କତା – ଯାନବାହାନ ତଥା ବିଦ୍ୟୁତ ଜନିଥ ସମ୍ପୂର୍ଣ୍ଣ ସତର୍କ ରହିବେ ॥
୧ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ସିଂହ –
ଶୁଭ ରଙ୍ଗ – ଧଳା
ଗୃହରେ ଶୁଭ କର୍ମ ହେବ, ଶତୃଜୟ, ମାନସିକ ଶାନ୍ତି ଏବଂ ସ୍ବାସ୍ଥ୍ୟ ଭଲ ରହିବ ତଥାପି ଆର୍ଥିକ କ୍ଷେତ୍ରରେ ସ୍ବଳ୍ପାଭାବ ରହିବ ॥
ସତର୍କତା – ବୈବାହିକ ଜୀବନ କିମ୍ବା ପ୍ରେମ ବ୍ୟାପାରରେ ॥
୯ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
କନ୍ୟା –
ଶୁଭରଙ୍ଗ- ସବୁଜ କିମ୍ବା ନିଳ
ଶୁଭ ଦିନଟିଏ ରହିଛି ପ୍ରତ୍ୟେକ କାର୍ଯ୍ୟରେ ଜୟଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ॥
୭ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ତୁଳା –
ଶୁଭରଙ୍ଗ – କମଳା କିମ୍ବା ନିଳ ନାରଙ୍ଗି
ସନ୍ତାନ ମାନଙ୍କ ଦୃଷ୍ଟିରୁ, ଲୋକ ସମ୍ପର୍କ କିମ୍ବା ଆଥିକ ପରିସ୍ଥିତି ଭଲ ରହିବ ନାହିଁ କିନ୍ତୁ ଆତ୍ମବଳ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ବ ସତ୍ବେ ମାନସିକ ଶାନ୍ତି ବଜାୟ ବରହିବ ॥
ବିଛା –
ଶୁଭ ରଙ୍ଗ – ଲାଲ କିମ୍ବା ଧଳା
ଶୁଭ ଦିନ ରହିଛି ସମସ୍ତ କାଯ୍ୟ ସହଜରେ ହେବ ଦିନଭରି ମନୋବଳ ସୁଦୃଢ ରହିଵ ॥
୧ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ଧନୁ –
ଶୁଭରଙ୍ଗ – ଧଳା
ସମ୍ପୂଣ୍ଣ ଶୁଭଦିନ ରହିଛି ତେଣୁ ଯେକୌଣସି କାମ କରିବେ ସଫଳ ହେବେ ॥
୪ମୁଖି ରୁଦ୍ତାକ୍ଷ ଧାରଣ କରନ୍ତୁ ॥
ମକର –
ଶୁଭ ରଙ୍ଗ – କମଳା
ଆର୍ଥିକ ବୋଝ ବଢିବ, କାମଗୁଡିକ ଅଟକି ଯିବ ତେଣୁ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ ଫଳରେ ସ୍ୟାସ୍ଥ୍ୟ ହାନିର ସମ୍ଭାବନା ରହିବ ॥
ସତର୍କତା – ଯାନବାହାନ ସହିତ ଗୁପ୍ତ ଶତୃ ପ୍ରତି ସତର୍କ ରୁହନ୍ତୁ ॥
ପ୍ରତିକାର – ହନୁମାନଙ୍କୁ ଦଶନ କରନ୍ତୁ ଓ ୧୦୮ ତୁଳସି ଅର୍ପଣ କରନ୍ତୁ ॥
୭ମୁକ୍ଷି ରୁଦ୍ରାକ୍ଷ ଧାରଣ କରନ୍ତୁ
କୁମ୍ଭ –
ଶୁଭ ରଙ୍ଗ – ଧଳା, ନିଳ ଓ ଲାଲ
ଶୁଭାଶୁଭ ମିଶ୍ର ଫଳ ଯୁକ୍ତ ଦିନଟି ରହିବ ॥
ପ୍ରତିକାର – ମାତୃଶକ୍ତିଙ୍କର ଉପାସନା ଓ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
୭ମୁକ୍ଷି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ମୀନ –
ଶୁଭ ରଙ୍ଗ – ନିଳ ଓ କମଳା
ଶୁଭ ଦିନଟି ରହିଛି ମୂଖ୍ୟତଃ ପୁରୁଣା ରୋଗର ଉପସମ ସହିତ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଲାଭ ॥
ମୁକ୍ଷି ରୁଦ୍ରାକ୍ଷ ଧାରଣ କରନ୍ତୁ ॥