ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର

(ଯୁଗାବ୍ଦ ନ୍ୟୁଜ )ଆଜି ଶ୍ରାବଣ ହ୍ୱିତୀୟ ସୋମବାର ଶୈବପୀଠ ରେ ଲାଗିଛି କାଉଡିଆ ଙ୍କ ଭିଡ । ନୟାଗଡ ର ପ୍ରସିଦ୍ଧ ଶରଣକୁଳ ଲଡୁବାବା ଙ୍କ ଠାରେ ହାଜାର ହଜାର କାଉଡିଆ ଙ୍କ ସାମାଗମ ଦେଖିବାକୁ ମିଳିଛି । କାଉଡିଆ ଙ୍କ ଭିଡ କୁ ନଜରରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ,ଶାନ୍ତି ଶୁଙ୍ଖଳାରେ ବୋଲବମ ଭକ୍ତମାନେ ଲମ୍ବା ଧାଡିରେ ଯାଇ ବାବା ଲଢୁକେଶ ନିକଟରେ ଜଳ ଲାଗି କରି ମନସ୍କାମନା ଜଣଇଛନ୍ତି । ମହିଳାଲ କାଉଡିଆ ମାନଙଅକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ ପକ୍ଷରୁ ସୀଚନା ମିଳିଛି । ଅନ୍ୟପଟେ ଏଥିପାଇଁ ରାତି ୨ଟାରୁ ଲଡୁବାବାଙ୍କ ର ସ୍ୱତନ୍ତ୍ର ନୀତି କରାଯିବା ସହ ଏହା ପରେ କାଉଡିଆ ମାନେ ଧାଡି ରେ ଆସି ଜଳ ଲ।।ଗି କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ