ଆତ୍ମହତ୍ୟା କଲେ କନେଷ୍ଟବଳ

ମାଲକାନଗିରି ( ଯୁଗାବ୍ଦ ନ୍ୟୁଜ ) : ମାଲକାନଗିରି ଜିଲ୍ଲା ଝାଲିମାଟି ଅଂଚଳର ଜଣେ କନେଷ୍ଟବଳ ମୃତ୍ୟୁବରଣ କରିଛନ୍ତି ।  ମୃତ୍ୟୁର କାରଣ ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳରେ   ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ  କନେଷ୍ଟବଲଙ୍କ ପାଖରେ ଥିବା ବନ୍ଧୁକକୁ ଜବତ କରିଛି ।  କନେଷ୍ଟବଲ କଣ ପାଇଁ ଆତ୍ମହତ୍ୟା କଲେ ତାହାର ପକୃତ  କାରଣ ଜଣାପଡିନାହିଁ । ପୋଲିସ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ