ଆଦାନୀ ପୋର୍ଟକୁ ୨ଠଠ ଏମ୍ଏମ୍ଟି କାର୍ଗୋ ପରିବହନ ମାନ୍ୟତା

ନୂଆଦିଲ୍ଲୀ, (ଏଜେନ୍ସି): ଆଦାନୀ ଗ୍ରୁପର ଅଂଶବିଶେଷ ତଥା ଦେଶର ଅଗ୍ରଣୀ ବନ୍ଦର ଭିତିଭୂମି ବିକାଶକାରୀ ସଂସ୍ଥା ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ (ଏପିଏସ୍ଇଜେଡ଼) ପକ୍ଷରୁ ବିଶ୍ୱର ୫ଟି ଅଗ୍ରଣୀ ବନ୍ଦର ମଧ୍ୟରେ ଶ୍ରେଷ୍ଠତ୍ୱ ହାସଲ ସହିତ ୨୦୦ ଏମ୍ଏମ୍ଟି କାର୍ଗୋ ପରିବହନ କରିବାକୁ ସକ୍ଷମ ହୋଇଛି । ୧୨ ମଧ୍ୟରେ ଏହା ୫୦ ନିୟୁତ ମେଟ୍ରିକ୍ ଟନ୍ ପରିବହନ କରିବା ସହିତ ୨୦୧୩-୧୪ ସୁଦ୍ଧା ୩ ବର୍ଷ ମଧ୍ୟରେ ୧୦୦ ଏମ୍ଏମ୍ଟି ଲକ୍ଷ୍ୟ ହାସଲ କରିଛି । ଏଥିସହିତ ଏହା ୫ ବର୍ଷ ମଧ୍ୟରେ ୨୦୦ଏମ୍ଏମ୍ଟି ଲକ୍ଷ୍ୟ ଅତିକ୍ରମ କରିଛି । ଏହାର ମାର୍କେଟ୍ ଶେୟାର ୬ ଗୁଣା ବୃଦ୍ଧି ପାଇ ୧୭% ହୋଇଛି । ଏହା ୧୦୦,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ସକ୍ଷାଟି ଟଙ୍କା ଓ ରାଜ୍ୟକୁ ୧୩,୬୮୯ କୋଟି ଟଙ୍କା ସ୍ଥାୟୀ ସେଟେଲମେଣ୍ଟ ଭାବେ ଦିଆଯାଇଛି । ଏହାବ୍ୟତୀତ ଶେଷ ରାଶି ମଧ୍ୟରୁ କେନ୍ଦ୍ରକୁ ୧୦ ହଜାର କୋଟି ଟଙ୍କାର ଓ ରାଜ୍ୟକୁ ୧୦ହଜାର କୋଟି ଟଙ୍କାର ଅସ୍ଥାୟୀ ସେଟେଲ୍ମେଣ୍ଟ ଭାବେ ଦିଆଯାଇଛି । ଫେବ୍ରୁଆରୀ ୨୦୧୯ ପାଇଁ ଗତ ମାର୍ଚ୍ଚ ୩୧ସୁଦ୍ଧା ସମୁଦାୟ ୭୫ଲକ୍ଷ ୯୫ହଜାର ଜିଏସ୍ଟିଆର୍-୩ବି ଫର୍ମ ପୁରଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ