ଆମର ଲକ୍ଷ୍ୟ ଚମ୍ପିୟାନ ହେବା; କୋହଲି
ଯୁଗାବ୍ଦ ନ୍ୟୁଜ -ଇଂଲଣ୍ଡ ରେ ଖେଳାଯିବ ଚଳିତ ବିଶ୍ୱକପରେ ଆସନ୍ତା କାଲି ସେମିଫାଇନାଲ ମ୍ୟାଚ ଏକ ସାମ୍ବାଦିକ ସମ୍ବିଳନୀ ରେ ପ୍ରଶଂସକ ମାନଙ୍କୁ ବିଜୟ ର ଭରସା ଦେଇଛନ୍ତି କ୍ୟାପଟେନ କୋହଲି । ସେ କହିଛନ୍ତି ସେମିଫାଇନାଲ ରେ ପ୍ରବେଶ କରିବା ଆମର ପ୍ରଥମ ଲକ୍ଷ୍ୟ ଥିଲା,ଆଉ ସେଥିରେ ସଫଳ ହେବା ପରେ ଆମର ପରବର୍ତ୍ତି ଲକ୍ଷ୍ୟ ରହିଛି ନ୍ୟୁଜଲ୍ୟାଣ୍ଡ କୁ ମାତ ଦେଇ ଆମେ କିଭଳି ଭାବେ ଫାଇନାଲ ମ୍ୟାଚ କୁ କବଜା କର୍ିବୁ । ଆମେ ଆଶା କରୁଛୁ ନକ ଆଉଟ ରେ ଟିମ ଇଣ୍ଡିଆ ଯେ ଭଳି ଭାବେ ପ୍ରଦର୍ଶନ କରିଛି ତାହା ଠାରୁ ଉନ୍ନତ ପ୍ରଦର୍ଶନ କରିବ ସେମିଫାଇନାଲ ମ୍ୟାଚରେ ।


