ଆମାଜନ ଡଟ୍ ଇନ୍ ପକ୍ଷରୁ କିକ୍ରେଟ ଫ୍ରେଞ୍ଜି ଆରମ୍ଭ

ଆମାଜନ ଡଟ୍ ଇନ୍ ପକ୍ଷରୁ ବିଶ୍ୱ କପ୍ କ୍ରିକେଟ୍ ଅବସରରେ ଲୋକପ୍ରିୟ କ୍ରିକେଟ୍ ଖେଳାଳିଙ୍କ ସାଇନ୍
ହୋଇଥିବା ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେଉଛି । ସେଥି ମଧ୍ୟରେ ବ୍ୟାଟ୍, ପ୍ରୋଟେକ୍ଟିଭ୍ ଗିୟର, କିଟ୍ ବ୍ୟାଗ୍, ବ୍ୟାଟ୍ ଗ୍ରିପ୍ ଆଦି ଜିଏମ୍, ଡିଏସସି, ଏସଜି,ଏସଏସ, ସ୍ପାରଟନ୍ ଏବଂ କୋସୋକ୍ ପ୍ରଭୃତି ବ୍ରାଣ୍ଡ୍ର ଉପଲବ୍ଧ ହେଉଛି । ଏହା ଆମାଜନ କ୍ରିକେଟ୍ ଷ୍ଟୋରରେ ଉପଲବ୍ଧ ହେଉଛି । ୨୯୯ଟଙ୍କା, ୪୯୯ଟଙ୍କା ଏବଂ ୯୯୯ଟଙ୍କା ମଧ୍ୟରେ ଏହା ଉପଲବ୍ଧ
ହେଉଛି ।ସେହିପରି ଆଣ୍ଡ୍ରଏଡ୍ ଟିଭି, ଲ୍ୟାପ୍ ଟପ୍, ସ୍ମାର୍ଟଫୋନ୍, ସ୍ପିକର, ହେଡ୍ ଫୋନ୍, ଫାୟାର ଟିଭି ଷ୍କିକ୍, ଇକୋ
ରେଞ୍ଜ୍ ସ୍ମାର୍ଟ ସ୍ପିକର ଆଦି ଉପଲବ୍ଧ ହେଉଛି । ଏହା ସହିତ ସ୍ପୋର୍ଟୱେର, ୱେରବୁଲ୍, ସ୍ପୋର୍ଟସ୍ ନ୍ୟୁଟ୍ରେସନ୍, ହେଲଥ୍ ଡ୍ରିଙ୍କ୍, ଫିଟନେସ୍ ଇକ୍ୟୁପେମେଂଟସ୍,ଇଲୋକ୍ଟ୍ରିନିକ୍ସ୍ ସାମଗ୍ରୀ, ଏସି, ରିକ୍ଲିନର, ବିନ୍ ବ୍ୟାଗ୍, ଟିଭି ୟୁନିଟ୍ ଆଦି ଉପଲବ୍ଧ ହେଉଛି । ଡାନିଏଲ୍ ୱିଲିଂଟନ୍ ବ୍ଲୁ କ୍ରିକେଟ ୱାଚ୍ ସେଟ୍ ଆଦି କେତେକ ବଛା ବଛା ମଡେଲ ଉପରେ ୧୦ ପ୍ରତିଶତ ରିହାତି ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ