ଆଳିଆ ସମାଜ ସାଂସ୍କୃତିକ ମହାସଭା ଦ୍ଵିତୀୟ ଦିବସରେ ଐତିହାସିକ ନିଷ୍ପତି ଶୁଦ୍ଧିକାର୍ଯ୍ୟକ୍ରମ ରେ ଘରୁ ବାହାରିବେନି ବିଧବା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜର ଶତବାର୍ଷିକ ସାଂସ୍କୃତିକ ମହାସଭା ଦ୍ଵିତୀୟ ଦିବସ କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ଙ୍କ ଅଧକ୍ଷତାରେ ଉତ୍ତୋଳନ ଆରମ୍ଭ ହୋଇଥିଲା l ଅତିଥି କେନ୍ଦ୍ର ପରିଷଦ ସଦସ୍ୟ ନଚିକେତା ସ୍ୱାଇଁ,ବେଲଗୁଣ୍ଠା ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷା ଯୋତ୍ରୀମୟୀ ସ୍ୱାଇଁ, ଆସିକା ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ, ମୁଖ୍ୟ ନିର୍ବାଚନ ଅଧିକାରୀ ଶିବ ନାହକ, କେନ୍ଦ୍ର ସାଧାରଣ ନିରଞ୍ଜନ ନାୟକ,ମୁଖ୍ୟ ସମୀକ୍ଷକ କାଳୁ ଚରଣ ମହାନ୍ତି,ଉପସଭାପତି ଖଲି ପରିଡା, ସହସମ୍ପାଦକ ଅନୁଧିର ସାମଲ, ସଂଗଠନ ସମ୍ପାଦକ ମୁନା ବାରିକ, କୋଷାଧକ୍ଷ ମନୋଜ କୁମାର ପରିଡା,ବେଲଗୁଣ୍ଠା ବ୍ଲକ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଜ଼ିଲ୍ଲାପରିଷଦ ସୁଧୀର କୁମାର ଜେନା, ସରପଞ୍ଚ ଜୟରାମ ନାୟକ, ଦୁର୍ଗାମାଧବ ନାୟକ, ଶୁକଦେବ ସ୍ୱାଇଁ, ଶୁଭଶ୍ରୀ ପରିଡା, ସମିତି ସଭ୍ୟ କୁଞ୍ଜବିହାରୀ ନାୟକ, ବିଭୁ ପାଦ ଜେନା, ମମତା ମହାନ୍ତି, ନାରୀ ନେତ୍ରୀ ଜୟନ୍ତୀ ପଡିହାରୀ ଅତିଥି ରୂପେ ଯୋଗ ଦେଇଥିଲେ l ନାଟଙ୍ଗା ମଣ୍ଡଳ ସଭାପତି ଦିବ୍ୟାଲୋଚନ ବିଶ୍ୱାଳ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଦ୍ଵିତୀୟ ଦିବସ ରେ ଐତିହାସିକ ନିଷ୍ପତି ଶୁଦ୍ଧିକାର୍ଯ୍ୟକ୍ରମ ରେ ଘରୁ ବାହାରିବେନି ବିଧବା ମହିଳା ସହ କନ୍ୟା ରନ୍ତ୍ର ଯୋଜନା ଗୃହୀତ ହେଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ