ଆଳୁରେ ହୋଟେଲ

ଆଳୁରେ ନିର୍ମିତ ହୋଟେଲ । ପଢିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆମେରିକାର ଇଦାହେ ରାଜ୍ୟରେ ଆଳୁରେ ତିଆରି ଏକ ହୋଟେଲ ରହିଛି । ଏହି ଆଳୁର ଓଜନ ଛଅ ଟନ୍ ହେବ । ୟା ଭିତରେ ଗୋଟେ ରାତି ପାଇଁ ଭାରତୀୟ ମୁଦ୍ରାରେ ୧୮ ହଜାର ଟଙ୍କା ଦେବାକୁ ପଡିଥାଏ । ଆଳୁ ଭିତରେ ଦୁଇ ଜଣ ଲୋକ ଆରାମରେ ରହିପାରିବେ । ସେଥିପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ