ବିଏସନଲ ୫୪ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି କରିଛି

ବିଏସନଲ ଟେଲିକମ ସଂସ୍ଥା ଭାରତ ସଂଚାର ନିଗମ (ବିଏସନଲ ) ଟେଲିକମ ସଂସ୍ଥା ଆର୍ଥିକ ସ୍ଥିତି ଦୂର୍ବଳ ତଥା କ୍ଷତି ସହିବାକୁ ପଡିଥିବା କଥା ଚର୍ଚ୍ଚା ହୋଇଥିଲା । ଆଜି ପୁଣୀ ଥରେ ଭାରତୀୟ ଟେଲିକମ ସଂସ୍ଥା କର୍ମଚାରୀ ମାନଙ୍କୁ ଦରମା ନଦେଇଥିବାରୁ ୫୪,୦୦୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ବିଏସଏନାଲ ଟେଲିକମ ସଂସ୍ଥା ଆପତତ ନିଷ୍ପତି ନେଇଥିବା କୁହାଯାଉଛି ।ଏହା ସହି ତ କର୍ମଚାରୀଙ୍କ ବୟସ ସୀମା ୫୮ ବର୍ଷକୁ ବଦଳି କରାଯାଇଛି । ଏହି ଭଳି ଘଟଣା ଜାତୀୟ ଗଣମାଧ୍ୟମରେ ଜୋର ଦାର ଚର୍ଚ୍ଚା ଚାଲିଛି ।ଆହୁରି ମଧ୍ୟ ରିଲାଏନ୍ସ କମ୍ପାନୀ ତରଫରୁ ୭୦୦ କୋଟି ପାଇବାକୁ ଯାଉଛି ଏହା ବିଏସଏନାଲ କିଛିଟା ଉନ୍ନତି ଆସିପାରେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ