ଉକ୍ରଳ ବିଶ୍ୱବିଦ୍ୟାଳୟ ପାଇଁ ମେ ୨ ରୁ ଫର୍ମ ବିକ୍ରି ଆରମ୍ଭ

ଉକ୍ରଳ ବିଶ୍ୱବିଦ୍ୟାଳୟ ୧୯-୨୦ ଶିକ୍ଷା ବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ମେ ୨ ରୁ ଆବେଦନ ପ୍ରକ୍ର୍ରିୟା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବିଶ୍ୱ ବିଦ୍ୟାଳୟର ୱେବସାଇଟରେ ନୋଟିଫିକେସନ ପ୍ରକାଶ ପାଇବ । ଚଳିତ ଶିକ୍ଷାବର୍ଷରେ ବିଶ୍ୱ ବିଦ୍ୟାଳୟ ତରଫରୁ ଅନେକ ସଂସ୍କାର ମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।ସେଗୁଡିକ ହେଲା ପ୍ରଶ୍ୱପତ୍ର ଓ ଓମଆର ସିଟ୍ ମାଧ୍ୟମରେ ଆସିବ । ସେହିପରି ଅନଲାଇନରେ ଖାତା ମୁଲ୍ୟାଙ୍କନ ହେବ । ପ୍ରବେଶିକା ପରୀକ୍ଷାରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ସ୍ୱଛତା ଆଣିବା ପାଇଁ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ