ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଶ୍ରାଦ୍ଧଦିବସ ପାଳିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଶ୍ରାଦ୍ଧଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନ, ପ୍ରାଧ୍ୟାପକ ଭୂବନାନନ୍ଦ ଦାସ,ବିଭୁତି ଚରଣ ସ୍ୱାଇଁ, କର୍ମଚାରୀ ସରୋଜ କୁମାର ଲେଙ୍କା, ଛାତ୍ର ସ୍ମୃତି ରଂଜନ ଜେନା, ବିକାଶ କୁମାର ନାୟକ, ବୁଲୁ ନାୟକ, ନିଗମାନନ୍ଦ ସ୍ୱାଇଁ, ତାରକାନାଥ ଜେନା,ଅମନଦିପ ରାଉତ,ଅମିଶ ଲେଙ୍କା, ରାମ ଲେଙ୍କା,ପଙ୍କଜ ବେହୁରା ଆଦି ଉତ୍କଳ ଗୌରବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ