ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଏବଂ ଆରଆରସିଓ ଲିମିଟେଡ଼ର ଯୁଗ୍ମ ଅଧିବେଶନ

ଭୁବନେଶ୍ୱର- : ସ୍ଥାନୀୟ ଉତ୍କଳ ଚ୍ୟାମ୍ବର୍ସ ଅଫ୍ କମର୍ସ ଲିଃ ଆଣ୍ଡ ଇଣ୍ଡଷ୍ଟ୍ରି ପରିସରରେ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଆର.ଆର.ସି.ଓ. ଲିଃ ଏବଂ ଚ୍ୟାମ୍ବର ଅଫ କମର୍ସର ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିି । ଆରଆରଆଇସି ଓ ଲିଃ ଯାହାଙ୍କ ରାଜସ୍ଥାନ ସରକାରଙ୍କ ଏକ ଉଦ୍ୟୋଗ ସଂସ୍ଥା ଯାହା ଶିଳ୍ପ, ଜମି ଏବଂ କଳାତ୍ମକ ଶିଳ୍ପର ଉନ୍ନତିକରଣ ନିମନ୍ତେ କାର୍ଯ୍ୟ କରିଥାଏ । ତତ୍ ସଙ୍ଗେ ସଙ୍ଗେ ଟର୍ମ ଲୋନ୍ ଯେଉଁଠିକି ୪୦,୦୦୦ ଶିଳ୍ପ କାର୍ଯ୍ୟ କରୁଅଛି । ସେହି ସ୍ଥାନରେ ଟର୍ମ ଲୋନ ଯୋଗାଇ ଦେଇଛି । ଏହି କାର୍ଯ୍ୟକ୍ରମକୁ ଉପସଭାପତି କମର୍ସ ଶ୍ରୀ ଅଶୋକ ଶାରଜା ପରିଚାଳନା କରିଥିଲେ । ଶ୍ରୀ ଦୀପକ ଏସ୍ ରାଠୋର, ଉପସଭାପତି ଜେନେରାଲ ଏବଂ ଶ୍ରୀ ସଞ୍ଜିବ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ସାରଦାଙ୍କୁ ସାହାଯ୍ୟ କରିଥିଲେ । ଏଥି ସହିତ ଶ୍ରୀ ସୁଭାଷ ଚନ୍ଦ୍ର ବର୍ଗ ସିନିୟର ରିଜିଓନାଲ ମ୍ୟାନେଜର ଆରଆରଆଇସି ଓ ଲିଃ ନମରାନ ଶ୍ରୀ ଆଦିତ୍ୟ କୁମାର ଶର୍ମା, ସିନିୟର ରିଜିଓନାଲ ମ୍ୟାନେଜର ଅଲୱାର ଏବଂ ୫୦ଜଣ ଚ୍ୟାମ୍ବର ଅଫ୍ କମର୍ସ ସଭ୍ୟାମାନେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ