ଉଦ୍ଘାଟିତ ହେଲା ଓପିଏସସି ପୋର୍ଟାଲ

କଟକ:- ବୁଧବାର ଓପିଏସସି ବା (ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ) ର ନୂଆ କମ୍ପ୍ରେନସିଭ୍ ସିଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ ଉଦ୍ଘାଟିତ ହୋଇଯାଇଛି । ଏହି ପୋର୍ଟାଲରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଓପିଏସସିର ସମସ୍ତ ତଥ୍ୟ ମିଳିପାରିବ। ଏହି ୱେବ୍ସାଇଟ୍ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଯୋଗ ଜଣାଇ ପାରିବେ ଏବଂ କୌଣସି ବିଷୟରେ ସୂଚନା ମଧ୍ୟ ପାଇ ପାରିବେ । ଏପରିକି ଏଥିରେ ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର ମିଳିବ। ଏପରିକି ନୂଆ ପୋର୍ଟାଲ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ବୋଲି ଓପିଏସ୍ସି ଅଧ୍ୟକ୍ଷ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ