ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଦସ୍ୟ ମାନଙ୍କ ଦ୍ୱାରା ସ୍ବେଛାକୃତ ଶରୀର ଓ ଅଙ୍ଗ ଦାନ କାର୍ଯ୍ୟକ୍ରମ

ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଆଜି ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ୨୫ ଜଣ ସଦସ୍ୟ ସ୍ବେଛାକୃତ ଭାବରେ ନିଜର ଶରୀର ଓ ଅଙ୍ଗ ମୃତ୍ୟୁ ପରେ ଦାନ କରିବା ପାଇଁ ଆଇନଗତ ଭାବରେ ଚୁକ୍ତିପତ୍ର ସ୍ଵାକ୍ଷର କଲେ, ଏହି ଚୁକ୍ତିପତ୍ରରେ ଅଙ୍ଗଦାନ ପାଇଁ ଚୁକ୍ତି କରିଥିବା ପଚିଶ ଜଣ ସଦସ୍ୟ ଙ୍କ ପରିବାର ର ଲୋକମାନେ ମଧ୍ୟ ଚୁକ୍ତିପତ୍ରରେ ନିଜର ସାକ୍ଷୀ ସ୍ଵାକ୍ଷର କରିଥିଲେ, ଏହି ପବିତ୍ର କାର‌୍ୟ୍ୟକ୍ରମ ଞ୍ଚଉଦ୍ଧାର ଫାଉଣ୍ଡେସନ ସଂଗଠନ” ଓ ଞ୍ଚବଡି ଆଣ୍ଡ ଅର୍ଗାନ ଡୋନେସନ ସୋସାଇଟି ଅଫ ଇଣ୍ଡିଆଞ୍ଚ ର ମିଳିତ ସହଯୋଗରେ ହୋଇଥିଲା, କୋଭିଡ ୧୯ ମହାମାରୀ ର ନିୟମ କୁ ମାନି ସାମାଜିକ ଦୂରତା ଅବଲମ୍ବନ କରି କାର‌୍ୟ୍ୟକ୍ରମ ଟି ହୋଇଥିଲା, ଏହି କାର‌୍ୟ୍ୟକ୍ରମରେ ରାଜ୍ୟ ସଭାପତି ଡ଼. ପ୍ରଭାସ କୁମାର ଆଚାର‌୍ୟ୍ୟ ଙ୍କ ଅନୁମୋଦନ କ୍ରମେ ଉଦ୍ଧାର ଫାଉଣ୍ଡେସନ ର ସଭାପତି ଶ୍ରୀ ନରୋତ୍ତମ ଦାସ ଙ୍କ ପରିଚାଳନା ରେ ସଂଗଠନ ର ପଚିଶ ଜଣ ସକ୍ରିୟ ସଦସ୍ୟ ଓ ସଦସ୍ୟା ନିଜେ ଅଙ୍ଗଦାନ କରିଥିଲେ, ଏହି ଅଙ୍ଗଦାନ ର କାର‌୍ୟ୍ୟକ୍ରମ ରେ ଅତିଥି ରୂପେ ବରିଷ୍ଠ ଉପଦେଷ୍ଟା ଶ୍ରୀମତୀ କିରାନବାଳା ନାୟକ, ଗୋଲାପ ସିଂ, ପ୍ରମିଳା ଓଝା, ମିନା ଚୌଧୁରୀ, ସମ୍ପାଦକ ଶିବାନନ୍ଦ ବାରିକ, କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର, ଜ୍ୟୋତି ପ୍ରକାଶ ପାଲ, କେଦାରନାଥ ବେହେରା, ରାକେଶ ସାହୁ, ପଦ୍ମପାଦ ସାହୁ, ଶୁଭସ୍ମିତା ସାହୁ, ଶଙ୍କର କୁମାର ଶର୍ମା, ଶସଧର ସାହୁ, ବିକ୍ରମ କେଶରୀ ଜେନା, ପ୍ରତାପ ସାହୁ, ଶିବସୁନ୍ଦର ଦାସ, ସଂଯୁକ୍ତା ସାହୁ, ଆଜିମ ଉଦିନ ଅଲ୍ଲୀ, ଆଶୁତୋଷ ବେହେରା, ମହେନ୍ଦ୍ର ବେହେରା, ଶୁଭେନ୍ଦୁ ବେହେରା, ଶିବଶଙ୍କର ସାମଲ, ସତ୍ୟଜିତ ଦାସ, ସୌମ୍ୟରଂଜନ ଅମାନ୍ତ, ବଳରାମ ବେହେରା, ରାଜେଶ ମହାନ୍ତି, ବିଶ୍ୱଜିତ ବେହେରା, ଦିଲ୍ଲୀପ ସାହୁ, କାହ୍ନୁ ଚରଣ ପ୍ରଧାନ, ସଂଜୀବ ନାୟକ, କାହ୍ନୁ ଚରଣ ସେଠୀ, ତୁଷାର ବିଶ୍ୱାଳ, ଚିତ୍ତରଞ୍ଜନ ଶର୍ମା, ବବିତା ବେହେରା ଓ ବି. ହେମନ୍ତ କୁମାର ପ୍ରମୁଖ ସଦସ୍ୟ ଏହି ପବିତ୍ର ଅଙ୍ଗଦାନ କାର‌୍ୟ୍ୟରେ ସହଯୋଗ କରିଥିଲେ,
ଏହି ଅଙ୍ଗଦାନ କାର‌୍ୟ୍ୟକ୍ରମ ପ୍ରଥମ ଥର ଲାଗି ଚୌଦ୍ୱାର ରେ ହେଉଥିବାରୁ ଏଠିକାର ଜନ ସାଧାରଣ ଓ ବୁଦ୍ଧିଜୀବୀ ମାନେ ସଂଗଠନ ର କାଯ୍ୟକର୍ତା ଙ୍କୁ ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ