ଦେଶ ବିଦେଶ ଏଂଟିଲିୟା ମାମଲା : ଅଭିଯୁକ୍ତ ସଚିନ ବାଝେଙ୍କ ଜାମିନ ଆବେଦନ ଖାରଜ 06/08/2021 YWPSENU9 0 Comments ଏଂଟିଲିୟା ମାମଲା : ଅଭିଯୁକ୍ତ ସଚିନ ବାଝେଙ୍କ ଜାମିନ ଆବେଦନ ଖାରଜ ମୁମ୍ବାଇ, (ୱାଇଏନ୍ଏସ୍): ଏନଆଇଏର ସ୍ୱତନ୍ତ୍ର କୋର୍ଟ ଏଂଟିଲିୟା ମାମଲାରେ ଅଭିଯୁକ୍ତ ମୁମ୍ବାଇ ପୋଲିସର ପୂର୍ବତନ ସହାୟକ ନିରୀକ୍ଷକ ସଚିନ ବାଝେଙ୍କ ଜାମିନ୍ ଆବେଦନକୁ ଗୁରୁବାର ଖାରଜ କରିଛନ୍ତି । ବିଚାରପତି ଡି.ଇ କୋଲଥିକର ଏନଆଇଏକୁ ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ଆଉ ଏକ ମାସ ମହଲତ ଦେଇଛନ୍ତି । Spread the love