ଏକବିଂଶତମ ବିଷୁବ ମିଳନ ସମ୍ପର୍କରେ ଅ ।ଲେ ।ଚନା

ବ୍ରହ୍ମପୁର: ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ପରିଷଦ ବୈଠକ ନବୀନ ଭବନ ପରିସରରେ ସେ ।ମବାର ଅନୁଷ୍ଠିତ ହେ ।ଇଯାଇଛି । ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅ ।ଗାମୀ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ମନେ ।ନୟନ କରାଯାଇଥିଲା । ପ୍ରତିଷ୍ଠାନର ସଭାପତି ଭାବେ ରବି ରଥ ପୁନର୍ବାର ମନେ ।ନୀତ ହେ ।ଇଥିବା ବେଳେ କାଯର‌୍ୟକାରୀ ସଭାପତି ଭାବେ ଡ଼ା. ଶ୍ରୀବତ୍ସ ଦଳାଇ, ଉପସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ ବାଲ୍ମୀକି ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ସମ୍ପାଦକ ଭାବେ କପିଳ ଚନ୍ଦ୍ର ମହାନ୍ତି ଓ ସୁଶାନ୍ତ କର, କେ ।ଷାଧ୍ୟକ୍ଷା ମଞ୍ଜୁରାଣୀ ଦେବୀ, କାଯର‌୍ୟକାରୀ କମିଟି ସଦସ୍ୟ ଭାବେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଦିଲୀପ ଚୌଧୁରୀ, ନଳିନୀକାନ୍ତ ଗୌଡ଼, ପବିତ୍ର କୁମାର ଚୌଧୁରୀ, ଜ୍ୟୋତ୍ସ୍ନା ମହାନ୍ତି, ବନ୍ଦନା ମହାପାତ୍ର ପ୍ରମୁଖ ମନେ ।ନୀତ ହେ ।ଇଛନ୍ତି । ଏହି ଅବସରରେ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ମହା ବିଷୁବ ସଂକ୍ରାନ୍ତି ୧୪ ଅପ୍ରେଲ ୨୦୧୯ ତାରିଖ (ରବିବାର) ଅ ।ୟେ ।ଜନ ନିମନ୍ତେ ବ୍ୟାପକ ଅ ।ଲେ ।ଚନା କରାଯାଇଥିଲା । ଏହି ଅବସରରେ ପୂର୍ବବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ୫ ସାରସ୍ୱତ ସାଧକ ଯଥା ଔପନାସିକା ସ୍ୱର୍ଣ୍ଣପ୍ରଭା ପାଢ଼ୀ (ବ୍ରହ୍ମପୁର), ଗବେଷକ ବୃନ୍ଦାବନ ନାୟକ (ଅ ।ଠଗଡ଼ପାଟଣା), ସାହିତ୍ୟିକ ରଙ୍କନାଥ ସେଠୀ, କବି କପିଳ ଚନ୍ଦ୍ର ମହାନ୍ତି ଓ ଶିଶୁ ସାହିତ୍ୟିକ ସୁଶାନ୍ତ କରଙ୍କୁ ସମ୍ମାନିତ କରାଯିବ ବେ ।ଲି ଚୟନ କରାଯାଇଛି । ପ୍ରାରମ୍ଭରେ ଫୁଲବାଣୀର ସାହିତ୍ୟିକ କିଶେ ।ର ପଟ୍ଟନାୟକଙ୍କ ଅକାଳ ବିୟେ ।ଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶେ ।କ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ