ଏକ୍ସନ୍ମୋବିଲ୍ ପକ୍ଷରୁ ଡିଟିଇ ଟିଏମ୍ ୨ଠ ଅଲ୍ଟ୍ରା ଲଞ୍ଚ୍
ନୂଆଦିଳ୍ଲୀ, (ଏଜେନ୍ସି): ଏକ୍ସନ୍ମୋବିଲ୍ ଟିଏମ୍ ମୋବିଲ ଡିଟିଇ ଟିଏମ୍ ୨୦ ଅଲ୍ଟ୍ରା ଶୃଙ୍ଖଳା-ହାଇଡ୍ରୋଲିକ ତୈଳରେ ଏକ ଟେକ୍ନୋଲୋଜିକାଲି ଲଞ୍ଚ କରାଯାଇଛି । ସମସ୍ତ ପ୍ରକାରର ହାଇଡ୍ରୋଲିକ ପ୍ରଣାଳୀ ଏବଂ କ୍ଲୋଜ୍ କ୍ଲିୟରନସ ସରଭୋ-ଭେଲ୍ଭ ଓ ଉଚ୍ଚ ସଠିକତା ସଂଖ୍ୟାତ୍ମକ ଭାବେ ନିୟନ୍ତ୍ରିତ ମେସିନ ଟୁଲ୍ ପାଇଁ ନୂଆ ଶୃଙ୍ଖଳା ଡିଜାଇନ କରାଯାଇଛି । ମୋବିଲ ଡିଟିଇ ଟିଏମ୍ ୨୦ ଅଲ୍ଟ୍ରା ଶୃଙ୍ଖଳା ରକ୍ଷଣାବେକ୍ଷଣର ବାରମ୍ବାରତା ହ୍ରାସ କରିବା ଦ୍ୱାରା ମଣିଷ-ମେସିନ ଇଣ୍ଟରାଆକ୍ସନ ନ୍ୟୁନତମ ହୋଇଥାଏ ଯାହା ସାଇଟ୍କୁ ଉଦ୍ୟୋଗିକ କର୍ମଚାରିମାନଙ୍କ ପାଇଁ ସୁରକ୍ଷିତ କରିଥାଏ । ଏହା ଅତିରିକ୍ତ, ୨ ଗୁଣ ତୈଳ ଜୀବନ ଦ୍ୱାରା ହାଇଡ୍ରୋଲିକ ତୈଳ ଖର୍ଚ୍ଚ ହ୍ରାସ କରି ପର୍ଯ୍ୟାବରଣ ଯତ୍ନକୁ ମଧ୍ୟ ସମର୍ଥନ କରିବ । ବ୍ୟାପକ ପରିକ୍ଷଣରୁ ଜଣା ପଡିଛି ଯେ ଏହା ବୃହତର ପାଣି ସମ୍ଭାଳିବା ଏବଂ ଫିଲଟ୍ର ରେଟିଂ ସହିତ ଉପଲବ୍ଧ । ଇଟନ ୩୫ଭିକିୟୁ୨୫ ଅନୁସାରେ ହାଇଡ୍ରୋଲିକ ତରଳ ଯୋଗ୍ୟତା ପାଇଁ ପରିଚିତ ଏକ ଉଦ୍ୟୋଗିକ ପରୀକ୍ଷଣ, ତୈଳ ୭୨% ବୃହତ ସୁରକ୍ଷା ପ୍ରଦାନ କରିଥାଏ । ଉଭୟ ତୈଳ ଏବଂ ମେସିନ କାରକ ଯୋଗୁଁ ହାଇଡ୍ରୋଲିକ ପ୍ରଣାଳୀଗୁଡିକରେ ରକ୍ଷଣାବେକ୍ଷଣର ଆବଶ୍ୟକତା ପଡିଥାଏ । ସମୟ ସହିତ ତୈଳ ଅକ୍ସିଡାଇଜ ହେବା ଯୋଗୁଁ ଜମା ଗଠନ ହୋଇଥାଏ, ଯାହା ଯୋଗୁଁ ଉଭୟ ତୈଳ ଏବଂ ଫିଲଟର୍ ପ୍ରତିବଦଳ କରିବା ଆବଶ୍ୟକ ହୋଇଥାଏ । ।