ଗଞ୍ଜାମ ଏସ୍ପି ଙ୍କୁ ଭେଟି ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ କିନ୍ନର ସଂଘର ସଭାପତି 02/01/2020 YWPSENU6 0 Comments ଏସ୍ପି ଙ୍କୁ ଭେଟି ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ କିନ୍ନର ସଂଘର ସଭାପତି ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା କିନ୍ନର ମହାସଂଘର ସଭାପତି ସୁଶୀଲ ଗୁରୁବାର ଗଂଜାମ ଏସ୍ପିଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷର ଅଭନନ୍ଦନ ଜଣାଇଛନ୍ତି ।ଏହା ପରେ ଛତ୍ରପୁର ଏସଡିପିଓ ଗୈାତମ କିଷାନ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । Spread the love