ଓକିଲ ସଂଘର ସଂପାଦକ ଭାବେ ମନୋନୀତ ସୁଧାଂଶୁ ଶେଖର ପଣ୍ଡା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ଓକିଲ ସଂଘର ସଂପାଦକ ଭାବେ ଓକିଲ ସୁଧାଂଶୁ ଶେଖର ପଣ୍ଡା ମନୋନୀତ ହେଲେ । ସେ ପୂର୍ବରୁ ଗଞ୍ଜାମ ଓକିଲ ସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଇବାରେ ଯଥେଷ୍ଟ ଅଭିଜ୍ଞତା ଅଛି। ଯଥା ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ବର୍ଷ ନିର୍ବାଚନ କରିବାକୁ ରୋକ୍ ଲଗାଇଥିଲେ । ଏହା ଫଳରେ ରାଜ୍ୟ ଆଇନଜୀବୀ ସଙ୍ଘକୁ ସମସ୍ତ ଜିଲ୍ଲାର ସଭାପତି ଏବଂ ସଂପାଦକ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ରାଜ୍ୟ ଆଇନଯିଵି ମନୋନୟ କମିଟି ପକ୍ଷରୁ ଆଇନଯିଵି ଭଗବାନ ସାହୁଙ୍କୁ ସଭାପତି ଏବଂ ସଂପାଦକ ଭାବେ ସୁଧାଂଶୁ ଶେଖର ପଣ୍ଡାଙ୍କୁ ମନୋନିତ କରିଥିଲେ ।ଏହା ଫଳରେ ସମସ୍ତ ଗଞ୍ଜାମ ଆଇନଯିଵି ସଙ୍ଘ ତରଫରୁ ମନୋନୀତ ପାର୍ଥିଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ