ଓଡ଼ିଶାର ହୋଟେଲ୍‌ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ନୂଆବର୍ଷ ଅଫର ଘୋଷଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟାଟାଗ୍ରୁପ୍‌ର ହୋଟେଲ୍‌ ବ୍ୟବସାୟ ସଂସ୍ଥା ଇଣ୍ଡିଆନ ହୋଟେଲ୍‌ସକଂପାନିଲିମିଟେଡ୍ (ଆଇଏଚ୍‌ସିଏଲ୍‌)ର ଓଡ଼ିଶାରେ ଥିବାବିଭିନ୍ନହୋଟେଲ୍‌ଗୁଡ଼ିକ ପକ୍ଷରୁ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ଅଫର ଘୋଷଣାକରାଯାଇଛି ।ରାଜ୍ୟରେ ଆଇଏଚ୍‌ସିଏଲ୍‌ର ଥିବାହୋଟେଲ୍‌ଗୁଡ଼ିକହେଉଛିଭିଭାନ୍ତାଭୁବନେଶ୍ୱର, ଡିଏନ୍‌ସ୍କୋୟାର ଓ ଦି କ୍ରାଉନ୍ ଆଇଏଚ୍‌ସିଏଲ୍‌ସିଲେକ୍ସନ୍‌ସ ।ସହରର ଗତିଶୀଳ ତଥା ବୃଦ୍ଧି ପାଉଥିବାବ୍ୟବସାୟିକସ୍ଥଳକଳିଙ୍ଗ ନଗରରେ ଅବସ୍ଥିତଭିିଭାନ୍ତାଭୁବନେଶ୍ୱର, ଡିଏନ ଛକରେ ନବବର୍ଷ ପାଳନ କରାଯାଇଛି ।ଗ୍ରାହକମାନଙ୍କଲାଗିସୁପରିୟରରୁମ୍‌ସରମୂଲ୍ୟଗୋଟିଏରାତି ପାଇଁ ୯୫୦୦ ଟଙ୍କାସହଟିକସରହିଛି । ନୂଆବର୍ଷ ସ୍ୱତନ୍ତ୍ର ଅଫରରେମିଂଟ୍‌ରେ ଦୈନିକବଫେ ଜଳଖିଆ, ଦୈନିକହୋଟେଲକ୍ରେଡିଟ୍ ୧୫୦୦ ଟଙ୍କା, ସ୍ପା, ସାଲୁନ୍‌ଏବଂଲଣ୍ଡ୍ରିସେବାଉପରେ ୨୦% ରିହାତି, ସକାଳ ୧୦.୦୦ରେ ପ୍ରାରମ୍ଭିକଚେକ୍‌ଇନ୍‌ଏବଂ ଅପରାହ୍ନ ୩.୦୦ରେ ବିଳମ୍ବରେଚେକ୍ ଆଉଟ୍‌, ଖଦି ଚାର୍ଲି ଆଲଫ୍ରେସ୍କୋ ଅଂଚଳରେସନ୍ଧ୍ୟା୫ରୁ ୬ ପର୍ଯ୍ୟନ୍ତ,୫ ବର୍ଷରୁକମ୍‌ବୟସର ୨ ଜଣ ପିଲାଙ୍କ ପାଇଁରହଣୀ, ୫ରୁ ୧୨ ବର୍ଷମଧ୍ୟରେ ପିଲାମାନେ ବୁଫେ ମୂଲ୍ୟର ୫୦% ଅତିରିକ୍ତ ଦେୟରେଜଳଖିଆକରିପାରିବେ, କୋଠରୀରେଉତ୍ସବ ପାଳନ, ଅସୀମିତଡିଭାଇସ୍ ପାଇଁଷ୍ଟାଣ୍ଡାର୍ଡୱାଇଫାଇଏବଂସିଙ୍ଗଲ/ଡବଲ୍‌ରୁମ୍ ପାଇଁସମାନ ଦର ।୨୦୨୩ ଡିସେମ୍ବର ୩୧ରେ ଅତିଥିମାନେ ପୁଲ୍‌ସାଇଡ୍‌ଲନ୍‌କୁଉପଭୋଗକରିପାରିବେ ।ତାହାରମୂଲ୍ୟ ୧୨,୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ପ୍ଲୁମେରିଆର ଦାମ୍ ୫୯୯୯ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ୨୦୨୪ ଜାନୁଆରି ୧, ନୂଆବର୍ଷ ଦିନ ଅତିଥିମାନେ ୨୪୦୦ ଟଙ୍କାସହଟିକସ ଦେଇ ବିଳାସପୂର୍ଣ୍ଣବଫେ ଭୋଜନ, ଲାଇଭ୍‌ବ୍ୟାଣ୍ଡ ପ୍ରଦର୍ଶନ ଏବଂମ୍ୟୁଜିକ୍‌ସୋ’ରମଜାନେଇପାରିବେ ।ସେହିପରି, ସହରର ମଧ୍ୟଭାଗରେ ଥିବା ଦି କ୍ରାଉନ୍ ଆଇଏଚ୍‌ସିଏଲ୍‌ସିଲେକ୍ସନ୍‌ସରେ ୨୦୨୩ ଡିସେମ୍ବର ୩୧ରେ ଗ୍ରାହକମାନେ ପୁଲ୍‌ସାଇ୍‌ରେ ୫୦୦୦ ଟଙ୍କାସହଟିକସ ଦେଇ ରାତ୍ରୀଭୋଜନ କରିପାରିବେ । ୨୦୨୪ ଜାନୁଆରି ୧ରେ ନୂଆବର୍ଷ ଦିନ ଜୋଡିଆକ୍‌କାଫେରେ ଅତିଥିମାନେ ୨୨୦୦ ଟଙ୍କାସହଟିକସ ଦେଇ ଭୋଜନ, ସ୍ୱତନ୍ତ୍ର ପାନୀୟ ଓ ଲାଇଭ୍‌ବ୍ୟାଣ୍ଡ୍ ପ୍ରଦର୍ଶନରମଜାନେଇପାରିବେ ।କେତେକ ପାନୀୟ ଦାମ୍‌ବ୍ୟକ୍ତି ପିଛା ୧୫୦୦ ଟଙ୍କାରହିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ