ଓଡିଶା-ଛତିଶଗଡ ଜଳ ବିବଦର ପରବର୍ତ୍ତି ଶୁଣାଣି ହେବ ଫେବୃୟାରୀ ୧

ଓଡିଶା-ଛତିଶଗଡ ମଧ୍ୟରେ ଲାଗିରହିଥିବା ଜଳବିବାଦର ସନାଧାନ ପାଇଁ ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିଛନ୍ତି । ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରି ଟ୍ରିବ୍ୟୁନାଲଙ୍କୁ ୨ ରାଜ୍ୟ ଅବଗତ କରାଇବା ସହ ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଂଚଳ ଅନୁଧ୍ୟାନ କରି ଏ ସଂପର୍କିତ ରିପୋର୍ଟ ଆଜି ଟ୍ରିବ୍ୟୁନାଲରେ ଦାଖଲ କରିଛନ୍ତି । ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଟ୍ରିବ୍ୟୁନାଲ୍ ଧାର‌୍ୟ୍ୟ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ