ଓଡିଶା ପ୍ରଶାସନିକ ସ୍ତରରେ ଅଦଳବଦଳ
ରାଜ୍ୟସରକାର ଓଡିଶା ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । କିଏ କେଉଁଠି କି ଗଲେ ଆସନ୍ତୁ ଜାଣିବା
ଇନ୍ଦ୍ରମଣୀ ତ୍ରିପାଠୀ – ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ
ବିଶ୍ୱନାଥ ସାହୁ – ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର
ତୁଷାରକାନ୍ତ ମହାନ୍ତି – ଭୁବନେଶ୍ୱରସ୍ଥିତ କାରଗାର ନିର୍ଦ୍ଦେଶାଳୟରେ ଅତିରିକ୍ତି କାରଗାର ଆଇଜି
ପ୍ରଦୀପ କୁମାର ଗରଦିଆ – ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ
ଚିତ୍ତରଞ୍ଜନ ପାତ୍ର – କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ
ପ୍ରତାପ କୁମାର ମିଶ୍ର – ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ
ଶୁଭେନ୍ଦ୍ର କୁମାର ନାୟକ – ଶିଳ୍ପ ବିଭାଗର ଯୁଗ୍ମ ସଚିବ
ଶିବନାରାୟଣ ସାହୁଙ୍ – ଏମଏସଏମଇ ବିଭାଗର ଯୁଗ୍ମ ସଚିବ
ଲୀନା କୁମାରୀ ସେସ – ସୁନ୍ଦରଗଡ଼ ଡେପୁଟି କଲେକ୍ଟର
ସୁବ୍ରତ କୁମାର ନାୟକ – ବୁର୍ଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଫିସର
ଲଗ୍ନଜିତ୍ ରାଉତ – ନୟାଗଡ଼ ଉପଜିଲ୍ଲାପାଳ
ଅରୁଣ କୁମାର ମଲ୍ଲିକ – ପାନପୋଷ ଆଇଟିଡିଏ ପ୍ରକଳ୍ପ ଅଧିକାରୀ
ସରୋଜ କୁମାର ବେହେରା – ସୁକିନ୍ଦାସ୍ଥିତ ରେଙ୍ଗାଳୀ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର
ଅଞ୍ଜାଲିନା ପ୍ରଧାନ – ସମ୍ବଲପୁର ଅତିରିକ୍ତ ଉପଜିଲ୍ଲାପାଳ
ସୁଧାଂଶୁ କୁମାର ମହାନ୍ତି- ନୂଆଦିଲ୍ଲୀରେ ମ୍ୟାନେଜର ତଥା ଉପ ଆବାସିକ କମିଶନର


