ଓଡିଶାର ଗଣ ପର୍ବ ରଜ ଅବସରରେ ରାଜ୍ୟବାସୀ କୁ ଶୁଭ କାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ସଂସ୍କୃତି କୃଷି ଅର୍ଥନୀତି ସହ ଜଡିତ ଓଡିଶାର ପରମ୍ପରା । ଏହି ମହାନ ପର୍ବ ଅବସରରେ ଜଗତ ର ନାଥ ଜଗନ୍ନାଥ ରାଜ୍ୟ ବାସୀ ଙ୍କ ର ଉତ୍ତରତୋର ଉନ୍ନତି କରନ୍ତୁ ବୋଲି ନିଜ ଅଭିଭାଷଣ ରେ ଉଲ୍ଲେଖ କରିଛନ୍ତି ।