ଏଫଆଇଏଚ ଫାଇନାଲରେ ଭାରତ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ହକି ସିରିଜରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ ରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମି ଫାଇନାଲରେ ଅମେରିକାକୁ ହରାଇ ଫାଇନାଲ ରେ ପ୍ରବେଶ କରୁଥିବା ବେଳେ ଦ୍ୱିତୀୟ ସେମିଫଆଇନାଲ ରେ ଜାପାନ କୁ ହରାଇ ଫାଇନାଲ ରାଉଣ୍ଡ କୁ ପ୍ରବେଶ କରିଛି ଭାରତ । ଏଥି ସହିତ ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୦ ରେ ଅନୁଷ୍ଠିତ ହୋବାକୁ ଥିବା ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଅନ୍ୟପଟେ ତୃତୀୟ ସ୍ଥାନ ପାଇଁ ଆମେରିକା ଓ ଜାପାନ ମଧ୍ୟରେ ମ୍ୟାଚ ଖେଳାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ