ଓଡିଶା ମୁହାଁ ହେଉଛି ମୈାସୁମୀ
ଆସନ୍ତା କାଲି ଓଡିଶା ଛୁଇଁବ ଦକ୍ଷିିଣ ପଶ୍ଚିମ ମୈାସୁମୀ ବାୟୁ ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗର ନିର୍ଦ୍ଦେଶକ । ସେ କହିଛନ୍ତି ରାଜ୍ୟ ରେ ଅଧିକାଂଶ ଜିଲ୍ଲା ରେ ପ୍ରାକ ମୈାସୁମୀ ବର୍ଷା ହୋଇଯାଇଛି ଏହା ସହ ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ର ବିଭିନ୍ନ ସ୍ଥାନରେ ସମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ପୁରୀ ,ଗଞ୍ଜାମ, ଖୋର୍ଦ୍ଧା , ଜଗତସିଂହ ପୁର ଜିଲ୍ଲା ରେ ଅଧିକ ବର୍ଷା ହୋଇପାରେ । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି ।