ଓରିଫ୍ଲେମ୍ ପକ୍ଷରୁ ଓରିଫ୍ଲେମ୍ ନୋଭ୍ ଏଜ୍ ସୁପ୍ରିମ୍ କ୍ଲିଜିଂ ଜେଲ୍ର ବଜାର ପ୍ରବେଶ
ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କସ୍ମେଟିକ୍ ବ୍ରାଣ୍ଡ୍ ଓରିଫ୍ଲେମ୍ ଇଣ୍ଡିଆ ପକ୍ଷରୁ ଓରିଫ୍ଲେମ୍ ନୋଭ୍ ଏଜ୍ ସୁପ୍ରିମ୍ କ୍ଲିଜିଂ ଜେଲ୍ର ବଜାର ପ୍ରବେଶ କରାଯାଇଛି । ମହିଳାଙ୍କ ବହୁବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସୁଇଡିସ୍ ବ୍ରାଣ୍ଡ୍ ପକ୍ଷରୁ ନୋଭ୍ ଏଜ୍ ସୁପ୍ରିମ୍ କ୍ଲିଜିଂ ଜେଲ୍ର ପ୍ରସ୍ତୁତ କରାଯାଇଛି । ଏହା ତ୍ୱଚାକୁ କୋମଳ କରିବାକୁ ସକ୍ଷମ ହୋଇଥାଏ । ଏହା ପ୍ରାକୃତିକ ବିସାବାଲୋଲ୍ରୁ ପ୍ରସ୍ତୁତ ଏଥିରେ ଭିଟାମିନ୍-ଇ ପ୍ରଚୁର ମାତ୍ରାରେ ରହିଛି । ଏହା ତ୍ୱଚାକୁ ଅଧିକ ଆକର୍ଷଣୀୟ କରି ଗଢ଼ି ତୋଳିବ । ଏହା ତ୍ୱଚାକୁ ହାଇଡ୍ରେଟେଡ୍ କରିଥାଏ । ଏହି ଅବସରରେ ଓରିଫ୍ଲେମ୍ ଦକ୍ଷିଣ ଏସିଆ ମାର୍କେଟିଙ୍ଗ ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଲେ,”ନୋଭ୍ ଏଜ୍ ସୁପ୍ରିମ୍ କ୍ଲିଜିଂ ଜେଲ୍ ତ୍ୱଚାକୁ ଆକର୍ଷଣୀୟ କରି ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଖରା ଟୋନିଂ ହେଉଥିବା ତ୍ୱଚାକୁ ଏହା ସୁରକ୍ଷିତ ରଖିଥାଏ । ଏହା ତ୍ୱଚାର୍ ବାଲାନ୍ସ ବଜାୟ ରଖିଥାଏ । ନୋଭ୍ ଏଜ୍ ସୁପ୍ରିମ୍ କ୍ଲିଜିଂ ଜେଲ୍କୁ ଗ୍ରାହକ ପସନ୍ଦ କରିବେ ବୋଲି ଆଶା ରହିଛି । ନୋଭ୍ ଏଜ୍ ସୁପ୍ରିମ୍ କ୍ଲିଜିଂ ଜେଲ୍ ୪ ସ୍ତରୀୟ କାର୍ଯ୍ୟ କରିଥାଏ । ଏହା ସାଙ୍ଗିଙ୍ଗ୍, ରିଙ୍କଲ୍, ଡଲ୍ନେସ୍ ଆଦିରୁ ତ୍ୱଚାକୁ ସରକ୍ଷିତ ରଖିଥାଏ । ନୋଭ୍ ଏଜ୍ ସୁପ୍ରିମ୍ କ୍ଲିଜିଂ ଜେଲ୍ର ଉପଯୋଗ ଦ୍ୱାରା ୭ଗୁଣା ଭଳ ତ୍ୱଚା ମିଳିଥାଏ । ଏହାକୁ ତ୍ୱଚାରେ ଲଗାଇଲେ ସୁଫଳ ମିଳିଥାଏ । ଏହା ମୁଖମଣ୍ଡଳ, ଓଠ, ଆଖି ଆଦିକୁ ସୁରକ୍ଷିତ ରଖିଥାଏ । ସୁଇଡିସ୍ ଜ୍ଞାନକୌଶଳରଅଭିଜ୍ଞତା ଆଧାରରେ ଏହା ପ୍ରସ୍ତୁତ ହୋଇଛି । ଏହା ସୁନ୍ଦରତା ବୃଦ୍ଧିରେ ସହାୟକ ହେବ । ଏହାର ମୂଲ୍ୟ୧୩୦୦ଟଙ୍କା ରହିଛି । ସୂଚନାଯୋଗ୍ୟ ଯେ, ବିଶ୍ୱର ୬୦ରୁ ଅଧିକ ଦେଶରେ ପ୍ରତ୍ୟେକ୍ଷ ଭାବେ ବିୟୁଟି ଉତ୍ପାଦ ବିକ୍ରି କରିଥାଏ । ଏହା ସ୍ୱଦେଶୀକୁ ପ୍ରାଥମିକତା ଦେଇଥାଏ । କମ୍ପାନୀ ବିୟୁଟି ପରାମର୍ଶ ଦେଇଥାଏ । ଏହା ବିଶ୍ୱବ୍ୟାପି ଦାତବ୍ୟ ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏହା ୱାଲ୍ଡ ଚାଇଲ୍ଡହୁଡ୍ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା । ଏହା ସାମାଜିକ ଏବଂ ପରିବେଶ ନିୟାମକକୁ ଗୁରୁତ୍ୱ ପ୍ରଦାନ କରିଥାଏ ।


