ଓଡ଼ିଶା ରାଜ୍ୟ ସ୍କାଉଟ୍‌ସ୍ ଓ ଗାଇଡ଼ସ୍ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ସଂସ୍ଥା ଦ୍ୱାରା କୋଭିଡ଼ ନିୟମ ମାନି ୭୩ତମ ସାଧାରଣତନ୍ତ୍ର ଦିବସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଅଛି । ଉକ୍ତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ