କ।ର୍ଯ୍ୟ।ଳୟ ସମ୍ମୁଖରେ ଅନଶନ
ଛତ୍ରପୁର,: ଛତ୍ରପୁରସ୍ଥିତ ଜିଲ। ଶ୍ରମ ଅଧିକ।ରୀଙ୍କ ମନମୁଖୀ ଶ।ସନ, ଶ୍ରମିକ ମ।ରଣ ନୀତି, ଦୁର୍ବ୍ୟବହ।ର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବ।ଦରେ ଗୁରୁବ।ର କୋଠ।ବ।ଡ଼ି ଓ ଅନ୍ୟ।ନ୍ୟ ନିିର୍ମ।ଣ ମଜଦୂର ସଂଘ ପକ୍ଷରୁ ଜିଲ।ପ।ଳଙ୍କ ଅଫିସ ସମ୍ମୁଖରେ ରିଲେ ଅନଶନ ଓ ଗଣଧ।ରଣ। ଦିଆଯ।ଇଛି। ଫଳରେ ଅଧିକ।ରୀ ଓ କର୍ମଚ।ରୀ ବ।ହ।ରକୁ ଆସିପ।ରୁ ନ।ହ।ନ୍ତି । ଏଥିରେ ଶିବସେନ।, ଓଡ଼ିଶ। ଶ୍ରମିକ ସଂଘ, ଛତ୍ରପୁରର ଗଞ୍ଜ।ମ ଜିଲ। ହରିଜନ କଲ୍ୟ।ଣ ସମିତି ସହଯୋଗ କରୁଛନ୍ତି ।