କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ଅଭିଯୁକ୍ତ

ଭୁବନେଶ୍ବର : ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିବା ସହିତ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି ଅଭିଯୁକ୍ତ । ଉଦଳାରେ ଏହି ଛାତିଥରା ଘଟଣା ଘଟିଛି । ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ କଟାମୁଣ୍ଡ ସହିତ ଥାନାରେ ଆତ୍ମମସମର୍ପଣ କରିଛି । ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ନୂଆସାହିରେ ଅଭବାନୀୟ ଘଟଣା ଘଟିଛି । ଏହି ଘଟଣା ପରେ ପୋଲିସର ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ