କରୋନା ସନ୍ଦିଗ୍ଧଙ୍କ ଶବ କୋଭିଡ ପ୍ରୋଟୋକଲ ଅନୁଯାଇ ପ୍ରଶାସନ ସଂସ୍କାର କଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୋରାଚଂଳ ଅନ୍ତର୍ଗତ ୧୪ନମ୍ବର ୱାର୍ଡର ବଡହାଟ ଗ୍ରାମର ବଟକୃଷ୍ଣ ସାହୁଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ଜ୍ୱର ହୋଇଥିବାରୁ ଏବଂ ତାଙ୍କ ଘରକୁ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ଥିବାରୁ ସେହିଦୃଷ୍ଟିରୁ କୋଭିଡ ପ୍ରୋଟୋକଲ ଅନୁଯାଇ ପ୍ରଶାସନ ପକ୍ଷରୁ ବଟକୃଷ୍ଣଙ୍କ ପତ୍ନୀଙ୍କ ଶବକୁ କଜଳାସ୍ଥିତ ଶ୍ମସାନରେ ଶବସଂସ୍କାର କରାଯାଇଥିବା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ