କର୍ପୂର ଜଳାଇ ଝାଡୁରେ ପିଟି କରାଯାଇ ରାଗ ଚିକିତ୍ସା…
ଭାରତର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ସମ୍ପ୍ରତି ଅନେକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଥିଲେ ମଧ୍ୟ କେତେକ ଲାକେ କୁସଂସ୍କାର ତଥା ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହେଉଥିବା ଦୃଷ୍ଟିଗାଚର ହାଇଥାଏ । ମଧ୍ୟପ୍ରଦେଶ ବୈତୁଲ ଜିଲାର ମାଲାଜପୁରରେ ରହିଛି ଦେବଜୀ ମହାରାଜ ମନ୍ଦିର । ଏଠାରେ ପ୍ରତିଦିନ ବିଭିନ୍ନ ରାଗୀଙ୍କ ଗହଳି ହାଇଥାଏ । ଶରୀରରେ ସୃଷ୍ଟି ହେଉଥିବା ସମସ୍ତ ରାଗ ପାଇଁ ପ୍ରେତାତ୍ମା ଦାୟୀ ବାଲି ସେମାନେ ଭାବନ୍ତି । ମନ୍ଦିର ପୂଜାରୀ କର୍ପୂର ଜଳାଇ ଝାଡୁରେ ପିଟି ରାଗୀଙ୍କ ଚିକିତ୍ସା କରିଥାନ୍ତି । ଏହାଦ୍”ାରା ସମ୍ପୃକ୍ତ ବ୍ୟକ୍ତିଙ୍କୁ ରାଗରୁ ମୁକ୍ତି ମିଳିଥାଏ ବାଲି ତାଙ୍କର ରହିଛି ବିଶ୍ୱାସ । ଏଠାରେ ପ୍ରତିବର୍ଷ ଭୂତମେଳାର ଆୟାଜନ କରାଯାଇଥାଏ । ରାଗୀଙ୍କୁ ଲୁହା ଚେନ୍ରେ ବନ୍ଧାଯାଇ ଏକ ନିଦ୍ଦିଷ୍ଟ ସଂଖ୍ୟକ ଝାଡୁ ପାହାର ଦିଆଯାଇଥାଏ । ମେଳାରେ ବହୁ ଦୂର ଦୂରାନ୍ତରୁ ରାଗୀ ଆସି ରାଗମୁକ୍ତ ହାଇଥାନ୍ତି ବାଲି ସେଠାକାର ଲାକେ କହିଥାନ୍ତି ।


