କଲ୍ୟାଣୀର ଐତିହାସିକ ଘଣ୍ଟଯାତ୍ରା

ଧମାନଗର (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗ୍ରାମରେ ଏକ ଐତିହାସିକ ଘଣ୍ଟଯାତ୍ରା ପାଳିତ ହୋଇଯାଇଛି ଏହା ଏକ ନିଆରା ପର୍ବ ସବୁ ସ୍ଥାନ ରେ ଦେଖିବାକୁ ମିଳିଥାଏ I ଝାମୁ ଯାତ୍ରା ଯାହା ନିଆଁରେ ଚାଲିବାର ଦୃଶ୍ୟ ହେଲେ ଏଠାରେ ଜିଭରେ ରୁପା କଣ୍ଟା ଓ ଲୁହାକଣ୍ଟା ଫୋଡିବାର ଦୃଶ୍ୟ ଦେଖିବାକୁ ମିଳିଥାଏ ଓ ଧାରଧାର ଖଣ୍ଡା ଉପରେ ଛିଡା ହୋଇ ଚଉଦଳ ଉପରେ ପୁରା ଗ୍ରାମ ଭ୍ରମଣ କରିଥାନ୍ତି I ଏହା ବିଷୁବ ସଂକ୍ରାନ୍ତି ସାତ ଦିନ ଆଗରୁ ଆରମ୍ଭ ହୋଇଥାଏ I ପାଟୁଆ ଯାତ୍ରା ନିଶାଘଣ୍ଟ ପୁରୀଘଣ୍ଟ ଓ ସମସ୍ତ ସପ୍ତ ମାତୃକା କାଳଶୀ ହୋଇ ଘଣ୍ଟ ପଡିଆରେ କାଳସୀନାଚ ଦେଖିବାକୁ ମିଳିଥାଏ I ବହୁ ଦୁର ଦୁରାନ୍ତରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥାଏ କେବଳ ଦର୍ଶନ ନିମନ୍ତେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ