କଳାହାଣ୍ଡିରେ ଟ୍ରକ ଏବଂ ଞ୍ବାଗନର ମୁହାମୁହି ,୫ ମୃତ
କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜାରିଙ୍ଗ ନିକଟରେ ଟ୍ରକ ଏବଂ ଞ୍ବାଗନର କାର ମୁହାମୁହି ଧକ୍କା ୫ମୃତ ସୁଚନା ଅନୁସାରେ ବିଶାଖାପାଟଣାଠାରୁ ମେଡିକାଲ କାମ ସାରି ବିଳମ୍ବିତ ରାତିରେ ନିଜ ଘର ଜୁନାଗଡ଼ ବ୍ଲକ ଖୁର୍ସେଲ ଗୁଡା କୁ ଫିରିବା ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଗନ୍ନାଥ ବେହେରା ଓ ଆସୁତୋଷ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ବିନାୟକ ବେହେରା ଓ ଚାରି ବର୍ଷ ର ଶିଶୁ କନ୍ୟା ଓ ୧ ବର୍ଷ ର ଶିଶୁ ର ମୃତ୍ୟୁ ଘଟିଥିବା ସମୟରେ ବିନାୟକଙ୍କ ସ୍ତ୍ରୀ ଶିବିଆ ବେହେରା ଙ୍କୁ ପ୍ରଥମେ । ଭବାନୀପାଟଣା ମେଡିକାଲ ଓ ପରେ ବିଶାଖା ପାଟଣା ଚିକିତ୍ସା ପାଇଁ ଚିକିତ୍ସି। ପାଇଁ ସ୍ଥାନାନ୍ତର କରାଯାଇଛି । କାରରେ ମୋଟ ୭ ସାତ ଜଣ ଥିଲେ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି । ବେହେରା ପରିବାର ଏକ ପ୍ରତିଷ୍ଠିତ ପରିବାର ହୋଇଥିବାରୁ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି ।