କଷାଫଳ ପଞ୍ଚାୟତରେ ମିଶ୍ରଣ ପର୍ବ

ବାଲେଶ୍ଵର,(ଓ୍ବାଇଏନ୍ଏସ୍):ମୋଦିଜୀଙ୍କ ସ୍ବଚ୍ଛ ଶାସନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ ନେତୃତ୍ଵ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସଦର ବ୍ଲକ ଅନ୍ତର୍ଗତ କଷାଫଳ ପଞ୍ଚାୟତ ଠାରେ ବିଜେଡି ଓ କଂଗ୍ରେସର ଓ୍ଵାର୍ଡମେମ୍ବର ସହିତ ବହୁ ସଙ୍ଗଠକ ଓ କର୍ମକର୍ତା ଆବାଳବୃଦ୍ଧବନିତାଙ୍କ ପ୍ରିୟ ନେତା ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ଭାରତୀୟ ଜନତା ପାର୍ଟିର ଯୁବ ସୌଗନ୍ଧ ତଥା ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ମାନସ କୁମାର ଦତ୍ତ ( ମିଣ୍ଟୁ ଭାଇ) ଙ୍କ ଉପସ୍ମିତିରେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଶ୍ରୀ ଦତ୍ତଙ୍କ ନେତୃତ୍ଵରେ ହରିଶ ଚନ୍ଦ୍ର ଦଳେଇ, କଳ୍ପନା ଦଳେଇ, କାଶିନାଥ ସାନ୍ତରା, ଜିତେନ୍ଦ୍ର ସାନ୍ତରା, ତାରାପଦ ମାନ୍ନା, ରାଜେଶ ପାତ୍ର, ନିରଞ୍ଜନ ମଲ୍ଲିକ, ରଞ୍ଜନ ମଲ୍ଲିକ, ସୟିଦ ମଲ୍ଲିକ, ବାପୁନପାତ୍ର, ଗୌତମ ପାତ୍ର, ଧର୍ମପଦ ଦଳେଇ, ଶଶିକାନ୍ତ ମଲ୍ଲିକ, ଜିତେନ୍ଦ୍ର ରଣା, ଦେବା ଶିସ ଗୌସାମୀ, ରତନ ଦଳେଇ, ମଣୁ ଦାସ, ସୁଧାକର ପାତ୍ର, ମଙ୍ଗଲ ମାଝି,ଶମ୍ଭୁନାଥ ବେହେରା, ରବୀନ୍ଦ୍ର ଦାସ, ହରେକୃଷ୍ଣ ଦେ, ତପନ ସାନ୍ତରା, ବିକ୍ରମ ଦେହୁରୀ ପ୍ରମୁଖ ଯୋଗଦାନ କରିଥୁଲେ | ଏହି ଅବସରରେ ଯୁବନେତା ଶ୍ରୀ ଦତ୍ତ କହିଥିଲେ ଯେ ଆପଣମାନଙ୍କ ପାଇଁ କାମ କରିବା ସହ ମୋର ବାପା ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଅଧୁରା କାର୍ଯ୍ୟକୁ ପୂର୍ଣ୍ଣ କରିବା ମୋର ଏକମାତ୍ର ଲକ୍ଷ୍ୟ, ଏଥିସହ ସମସ୍ତଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥୁଲେ । ଉପସ୍ମିତ କର୍ମକର୍ତା ଆଗାମୀ ଉପ ନିର୍ବାଚନରେ ଦଳକୁ ବିପୁଳ ବିଜୟ କରାଇବା ପାଇଁ ଆହ୍ଲାନ ଦେଇଥ୍ବଲେ ।ଅନ୍ୟମାନଙ୍କ ମଧ୍ଯରେ ପର୍ଶୁରାମ ବେହେରା, ପଞ୍ଚାୟତ ସଭାପତି ମୁକୁନ୍ଦ ଆଦିକ, ଲୋକନାଥ ଭୂୟାଁ, ସତ୍ୟଜିତ ମିଶ୍ର, ଅନନ୍ତ ନାୟକ, ପ୍ରିୟରଞ୍ଜନ ପୃଷ୍ଟି, ମନ୍ନଥ ବେହେରା, କୌସିକ ଚାନ୍ଦ, ଧୀରଜ ମହାନ୍ତି, ମହାଦେବ ସାହୁ, ଆନନ୍ଦ ପରିଡା, ଅମଲ ମଣ୍ତଳ, ଅଶୋକ ରଣା, ପ୍ରଭାତ ବେହେରା, ରବୀନ୍ଦ୍ର ମଣ୍ତଳ,ବେଣୁଧର ସିଂ , ଭଜନ ମାଝୀ, ସୁସ୍ଵିତା ଦେଭରୀ, ସତ୍ୟଜିତ ଜେନା, ପୁର୍ଶ୍ଚନ୍ଦ୍ର ସାସମଲ, ଶମୁନାଥ ଶାବଳ, ଆଶିଷ ରାୟ, ସପନ ପାତ୍ର, ମୁନା ମହନ୍ତ, ପବନ କମିଳା, ରାଜେଶ ରଣା, ବବଲୁ ମିଶ୍ର ପ୍ରମୁଖ ଭପସ୍ମିତ ଥୁଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ