କାରରୁ ଟଙ୍କା ଜବତ

ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନର ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇଛନ୍ତି ଓ ନିର୍ବାଚନରେ କଳାଟଙ୍କା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି । କିନ୍ତୁ ବିଭିନ୍ନ ଦଳ ଏହାକୁ ଅଣଦେଖା କରି ଅସାଧୁ ଉପାୟରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତ ଦଳୀୟ ନେତା ଓ କର୍ମୀ ି । ସୂଚନା ଅନୁୁସାରେ କେନ୍ଦୁଝର ଜିଲ୍ଳା ଶଙ୍କରପୁର ଛକରେ ପୋଲିସ ଗାଡି ଗୁଡକୁ ତନଖି କରୁଥିବା ସମୟରେ ଚମ୍ପୁଆ କଂଗ୍ରେସ ପ୍ରାର୍ଥୀ ଯଦୁମଣୀ ବାରିକଙ୍କ କାରରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ କରିବା ସହ ଦଳୀୟ ବ୍ୟାନର ଓ ପୋଷ୍ଟର ମିଳିଛି । ଏ ବିସୟରେ କଂଗ୍ରେସ କର୍ମୀଙ୍କୁ ଥାନାରେ ଅଟକ ରଖି ପଚାରା ଉଚାର କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ