କାଶୀନଗର ପୋଲିସ ଦ୍ଵାରା ବିପୁଳ ପରିମାଣର କାଠ ଜବତ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଗତ ରାତି କାଶୀନଗର ପୋଲିସ ପେଟରଲିଙ୍ଗ କରିବା ସମୟରେ ଖାରାଡା ଗ୍ରାମ ନିକଟରେ ଗାଇବା ଠାରୁ ଆନ୍ଧ୍ର ଚାଳନ ହେଇଥିବା ଏକ ୪୦୭ ଗାଡି ନଂ ଏପି ୩୦ ଟି ୬୬୪୮ କୁ ଜବତ କରି ବନବିଭାଗ ରେଇଞ୍ଜରଙ୍କୁ ହସ୍ତାନ୍ତର କରିଛନ୍ତି । ଜବତ କରିଥିବା ୧୧୮ ସିଏଫଟି ର ୯୦ ଖଣ୍ଡ ଶାଳ ସାଇଜର କାଠ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଏହି ଘଟଣାରେ ଏସ.ନାଗରାଜୁ,ଏ ଦେବୀ (ଆନ୍ଧ୍ର ର ଖୁରିଗାମ) ଏସ.ନାଗରାଜୁ(ବିସ୍ତଳା) ଗିରିଫ କରି ଫରେଷ୍ଟ କେଶ ନଂ ୨୬/୨୦୨୧ ରୁଜ୍ଜୁ କରି କୋର୍ଟ ଚାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ