କେଉଁ ଅଫିସର କେଉଁ ଜିଲ୍ଲା ଦାଇତ୍ୱରେ
ଘୃର୍ଣ୍ଣିଝଡର ରୁପ ନେଇଛି ଫନୀ । ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଫନିକୁ କଡାମୁକାବିଲା କରିବା ପାଇଁ ଆକ୍ସନ ମୁଡରେ ରାଜ୍ୟୃ ସରକାର । ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାର ସୁରକ୍ଷା ଦାଇତ୍ୱରେ ୧୧ ଜିଲ୍ଲାର ଆଇପିଏସ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତିରାଜ୍ୟ ସରକାର ।
୧ . ସନ୍ତୋଷ କୁମାର ଉପାଧ୍ୟାୟ( ଆଇପିଏସ୍) – ଯାଜପୁର
୨. ପ୍ରାଣବିନ୍ଦୁ ଆଚାର୍ଯ୍ୟ (ଆଇପିଏସ ) – ଜଗତସିଂହପୁର
୩. ବିନୟ ତୋଷ ମିଶ୍ର (ଆଇପିଏସ )- ଭଦ୍ରକ
୪ .ଆରପି କୋଚେ (ଆଇପିଏସ ) -ଖୋର୍ଦ୍ଧା
୫ . ସ୍ୱମେନ୍ଦ୍ର କୁମାର ପ୍ରିୟଦର୍ଶୀ (ଆଇପିଏସ ) ପୁରୀ
୬ .ଅରୁଣ ବୋଥ୍ରା (ଆଇପିଏସ ) କେନ୍ଦ୍ରପଡା
୭. ଅମିତାଭ ଠାକୁର (ଆଇପିଏସ ) ଗଞ୍ଜାମ
୮ . ଘନଶ୍ୟାମ ଉପାଧ୍ୟାୟ (ଆଇପିଏସ ) ନୟାଗଡ
୯.ଅମିତେନ୍ଦ୍ର ନାଥ ସିହ୍ନା (ଆଇପିଏସ ) ବାଲେଶ୍ୱର
୧୦. ନିଖିଲ କୁମାର କାନୋଡିଆ (ଆଇପିଏସ ) କଟକ
୧୧. ସଫିନ୍ ଅହମଦ କେ (ଆଇପିଏସ ) ମୟୂରଭଞ୍ଜ