କେନ୍ଦ୍ରାପଡା କେନାଲବନ୍ଧ କଡରେ ସରକାରୀ ଜମିକୁ ଜବରଦଖଲ ମୁକ୍ତ ପାଇଁ ତହସିଲଦାରଙ୍କ ନୋଟିସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଗୋବରୀ କେନାଲ ବନ୍ଧ କଡରେ କାକଟ ଠାରୁ ସାନ୍ତସାହି ପର୍ଯ୍ୟନ୍ତ ଜବରଦଖଲ ହୋଇଥିବା ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାକୁ କେନ୍ଦ୍ରାପଡା ତହସିଲଦାର ବଡହାଟ ମୈାଜାର କେତେକ ଜବରଦଖଲକାରୀଙ୍କୁ ନୋଟିସ କରିଥିବା ସୂଚନା ମିଳିଛି । ସେମାନଙ୍କୁ ଏକ ୭ଦିନିଆ ନୋଟିସ ପ୍ରଦାନ କରାଯାଇ ସରକାରୀ ଜମି ଉପରେ ଥିବା ସେମାନଙ୍କ ଘର ବା ସମ୍ପତ୍ତିକୁ ୭ଦିନ ମଧ୍ୟରେ ଉଠାଇ ନେବାକୁ ନିର୍ଦେଶ ଦେଇଛନ୍ତି । ନଚେତ ପ୍ରଶାସନ ପକ୍ଷରୁ ସେସବୁ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ନିର୍ଦେଶ ଦିଆଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ