କେନ୍ଦ୍ରାପଡା ତହସିଲ ମାର୍କେଟ କମ୍ପେ୍ଲକ୍ସରେ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ତହସିଲ ମାର୍କେଟ କମ୍ପେ୍ଲକ୍ସରେ ବ୍ୟବସାୟୀ ସଙ୍ଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟବସାୟୀ ସଙ୍ଘ ସଭାପତି ଭାଗିରଥି ସାହୁ, ସମ୍ପାଦକ ଗଙ୍ଗାଧର ଦଳେଇ, ଇଜାଜ ଅହେମ୍ମଦ, ବିଷ୍ଣୁପ୍ରିୟା ବେହେରା, ବିଭାସ ଭାଇ, ସେକ କଲିମ, ଭାଗିରଥି ମହାନ୍ତି, ମଲ୍ଲବାବୁ ଓ ଜସିମ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ