କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୧-୨୨ବର୍ଷ ପାଇଁ ଏକ୍ୱି.ଏ.ଆର. ଦାଖଲ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୨୦୨୧-୨୨ବର୍ଷ ପାଇଁ ଏକ୍ୱି.ଏ.ଆର. ନାକ ପୋର୍ଟାଲରେ ଦାଖଲ କରାଯାଇଛି । ଏହି ଅବସରରେ ଆଇକ୍ୱିଏସି ସଂଯୋଜକ ଡଃ. ଦେବେନ୍ଦ୍ରନାଥ ଗୋଛାୟତ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକଙ୍କ ସମେତ ଆକ୍ୱିଏସି ଏବଂ ଏକ୍ୱିଏର ସମସ୍ତ ସଦସ୍ୟ ଅଧ୍ୟାପକ,ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ