କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ରଙ୍କ ସପରିବାର ଘଣ୍ଟି ବଜାଇ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଲେ
ଭୁବନନଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ‘ଜନତା କର୍ଫ” ଅବସରରେ କରୋନା ଭାଇରସ ବିରୁଦ୍ଧନର ଲଢି ଦେଶବାସୀଙ୍କ ସେବାନର ଲାଗିଥିବା ବ୍ୟକ୍ତି ବିଶେଷମାନଙ୍କୁ ନିଦ୍ଧଚାରିତ ସମୟନର ନୂଆଦିଲ୍ଲୀ ସ୍ଥିତ ବାସଭବରେ ସପରିବାର ତାଳି ମାରିବା ସହ୍ ଘଣ୍ଟି ବଜାଇ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ବିରୁଦ୍ଧନର ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଏକାଠି କରିଛନ୍ତି ବୋଲି ଏହି ଅବସରନର ପ୍ରଧାନ ଟ୍ୱିଟ କରିବା ସହ୍ ଧନ୍ୟବାଦ ଜଣାଇଛନ୍ତି । ଏହା ସହ୍ କୋଭିଡ୍ – ୧୯ର ଶୁଙ୍ଖଳାକୁ ଭାଙ୍ଖିବା ପାଇଁ ଜନତା କରଫୁକୁ ସମର୍ଥନ କରିବା ଉଲେଖ କରିଛନ୍ତି.