କେନ୍ଦ୍ର ସରକାର ଡାକିପାରନ୍ତି ସର୍ବଦଳୀୟ ବୈଠକ

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଠିଲା ପରେ କେନ୍ଦ୍ରସରକାର ସର୍ବଦଳୀୟ ବୈଠକ ଡାକିପାରନ୍ତି ବୋଲି ସୂଚନା ମିଳିଛି । ଜାମ୍ମୁ କାଶ୍ମୀରରେ କଟକଣା ଥିବା କିଛି ଜିନିଷ ଉପରେ କେନ୍ଦ୍ରସରକାର ଉଚ୍ଚେଦ କରିବେ ବୋଲି ଚିନ୍ତା କରୁଛନ୍ତି । ସୂଚନା ଥାଉ କି ଗତ କାଲି ରାହୁଲ ଗାନ୍ଧି ଧାରା ୩୭୦ ଉଠ୍ିବା ପରେ କିଭଳି ଅଛି ସାମାନ୍ତ ପରିସ୍ଥିତି ସେ ବିଷୟରେ ଅନୁଧ୍ୟାନ କରିବା ପାଇଁ ଜାମ୍ମୁ କାଶ୍ମୀର ଗ୍ରସ୍ତ କରିଥିଲେ । ସୁରକ୍ଷା ଦୃଷ୍ଟି କୋଣରୁ ଶନିବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଯାଇଥିବା ବିରୋଧୀ ଦଳର ନେତାଙ୍କୁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦିଆଯାଇଛି। ସେପ୍ଟେମ୍ବର ୨୨ରୁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ ଏବଂ ଏହାପୂର୍ବରୁ କଶ୍ମୀରରେ ଥିବା କଟକଣା ନେଇ ସବୁ ସମସ୍ୟାର ସମାଧାନ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ