କେରିୟାର  କାଉନସେଲିଂ /ସେମିନାର ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-” ମୋ କଲେଜ ଅଭିଯାନ ” ଅଧୀନରେ ଥିବା ପାରଳାଖେମୁଣ୍ଡି ମହିଳା ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ  “ଭାନିକ  ସଂସ୍ଥା”  (ବ୍ରହ୍ମପୁର)ତରଫରୁ କେରିୟାର  କାଉନସେଲିଂ /ସେମିନାର ଆୟୋଜିତ ହୋଇଯାଇଛି | ସେମିନାରର ଶୀର୍ଷକ ଥିଲା “କ୍ୟାରିୟର ଅପସନ ଇନ ଗମେଣ୍ଟ ସେଟର” ଏ ଉପରେ ଆଲୋକ ପାତ କରିଥିଲେ | ଅମନ କୁମାର ଦଳାଇ ସୁଦୂରରୁ ଆସିଥିବା ନିର୍ଦ୍ଦେଶକ ଛାତ୍ରୀ ମାନଙ୍କୁ ବ୍ୟକ୍ତି ତ୍ୱର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ମାର୍ଗଦର୍ଶନ କରାଇ ଥିଲେ| ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ଡ଼କ୍ଟର ରୀନା ସାହୁ, ସମ୍ପାଦିକା ଡ଼କ୍ଟର ଭାରତୀ ପାଣିଗ୍ରାହୀ, କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ